ବୃଷ ରାଶି ଅଧିକ ଧନ ପାଇବା ପାଇଁ ଆଜି ଠାରୁ ଏହି କାମ ବନ୍ଦ କରନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ଟି ହେଲା ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ କିଛି ଗୁପ୍ତ ରହସ୍ୟ ଅଟେ ଏହିଠାରେ ଆମେ ମାନେ ଆପଣ ମାନଙ୍କୁ ବୃଷ ରାଶିର ଲୋକ ମାନଙ୍କ ପାଇଁ ଏମିତି କିଛି କଥା କୁହାଜାଇଛି ଜାହାକି ପ୍ରତ୍ୟୋକ ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆବଶ୍ୟକ ଅଟେ । ତେବେ ବନ୍ଧୁଗଣ ଏଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ପାଇଁ ଯାଉଛୁ । କୃତିକା ରାଶି ଗଣ ଦାନବ ଗଣ, ରୋହିଣି ନକ୍ଷେତ୍ର ମାନବ ଗଣ , ମୂର୍ଗଶୀରା ନକ୍ଷେତ୍ର ଦେବଗଣ ବୋଲି ବିଚାର କରାଯାଏ । ଏମାନଙ୍କ ରାଶିର ନାମ କ, ଉ, ଅ , ଏ , ବ , ବି , ଉୁ ଏହିଥଇ ମଧ୍ୟରୁ ଗୋଟିଏ ଅଟେ । ଏହି ରାଶିର ଅନ୍ୟ ନାମ ହେଲା ଗୋ ଏବଂ ଗୈ ଇତ୍ୟାଦି । ତେବେ ଏହି ସ୍ୱାଭାବର ଲୋକମାନେ ତାମଂଶୀକ ଭକ୍ତି ବଳରେ ସମସ୍ତେ କିଛି ସାବଧାନ କରିବାର ପ୍ରବଣ ଅଟନ୍ତି । ଏମାନେ ପରଉପକାରୀ , ସାହାସୀ ଏବଂ ତେଜ ବନ୍ତ ହୋଇଥାନ୍ତି । ଏମାନେ ଶତୃ ବିରୋଧୀ ଅଟନ୍ତି । ଏମାନେ ସର୍ବବଶ କାରୀ ଏବଂ ଶତୃ ପ୍ରିୟ ହୋଇଥାନ୍ତି। ସମାଜରେ ଶୀଘ୍ର ଆୟତ୍ତୋକାର ହୋଇଥାନ୍ତି । ଏଣାନଙ୍କ ମଧ୍ୟରେ ଧର୍ମ ପରାୟଣତା ଦେଖାଦିଏ । କନ୍ୟା ସନ୍ତାନ ଯୁକ୍ତ , ତେଜଶ୍ୟ , କ୍ଲେଶ , ଶ୍ଲେଷ ପ୍ରବୁତି ଏବଂ କ୍ଷେମା ଶୀଳ , ବନ୍ଧ ବିଶିଷ୍ଟ ଏମାନେ ବହୁତ ସୁଖି ଅଟନ୍ତି । ଏହି ରାଶିର ଲୋକ ମାନେ ବହୁତ ଭାବୁକ ହୋଇଥାନ୍ତି ।ଏମାନଙ୍କର ଇଚ୍ଛା, ଘର , ପରିବାର ଏବଂ ଦୁନିଆଁ ର ସବୁ ଲୋକ ମାନେ ଭଲ ରେ ରୁହନ୍ତି ଏମାନେ ସବୁ ବେଳେ ଚାହାଁନ୍ତି । ଯଦି ଏମାନଙ୍କ କଥା କେହି ସୁଣନ୍ତି ନାହିଁ ତେବେ ସେମାନେ ବହୁତ ନିରାଣ ହୁଅନ୍ତି ପାଠ ପଢା କୁ ନେଇ ଏମାନେ ନିଜର ଭଷଷିଶ୍ୟତ ପାଇଁ ବହୁତ ସେଚତନ ରହି ଥାନ୍ତି । ଏମାନେ ଯେଉଁ କାମ କୁ ସବୁ ବେଳେ ଆରମ୍ଭ କରି ଥାନ୍ତି । ସେମାନେ ସେହି କାମ କୁ ସଂମ୍ପର୍ଣ୍ଣ ଭାବେ ସେଷ ମଧ୍ୟ କରି ଥାନ୍ତି ଜିବନ ରେ ବହୁତ ସଂଘର୍ଷ କରି ଥାନ୍ତି । ଏବଂ ଷିର୍ସକ ରେ ହିଁ ପହଁଚି ଯାଇଥାନ୍ତି । ଏହି ଲୋକ ମାନେ ପ୍ରେମ କୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ହେଲେ ଏମାନେ ସେତେ ରୋମାନଟିକ୍ ହୋଇ ନ ଥାନ୍ତି ପ୍ରେମ ସଂମ୍ପର୍କ ରେ ଏଣାନେ ବହୁତ ଲୋକି ହୋଇ ଥାନ୍ତି ପ୍ରେମ ଏବଂ ଏମାନଙ୍କ ସଂମ୍ପର୍କ ଟିକିଏ କମ୍ ହୋଇ ଥାଏ ହେଲେ ଏମାନେ ସଂମ୍ପର୍କ କୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ଏମାନେ ନିଜର ପ୍ରେମ କୁ ପାଇବା ପାଇଁ ବଡ ବଡ ପରିସ୍ଥିତି ରକ ସାମ୍ନା କରିଥାନ୍ତି ।ଏମାନେ ବାହାରକୁ ଯେମିତି ଦେଖା ଏମାନେ ତା ଠାରୁ ଅଧିକ ସାହାସୀ ହୋଇ ଥାନ୍ତି ,ଏମାନେ ଅନେକ ଗୁଣ ର ଅଧିକାରୀଣୀ ହୋଇ ଥାନ୍ତି । ଆଳସ୍ୟତା ଆପଣଙ୍କ ପ୍ରଧାନ ଶତୃ , ଆପଣ ମାନେ କୁ ବୁଦ୍ଧି ସଂମ୍ପର୍ଣ୍ଣ ଲୋକ ମାନଙ୍କ ଠାରୁ ଦୂରେଇ ରୁହନ୍ତି । ସେହି ପରି ଆପଣ ମାନେ ବନ୍ଧୁ ମାନଙ୍କ ଆଦର୍ଶ ଉପରେ ବିଶେଷ ଦୃଷ୍ଟି ଦିଅନ୍ତି । ବନ୍ଧୁ ଙ୍କର ବିଶ୍ୱସ୍ତ ଉପରେ ସଂମ୍ପର୍ଣ୍ଣ ବିଶ୍ୱାସ ନଆସିବା ଯାଏ ଆପଣ ମାନେ ବନ୍ଧୁତ୍ୱ ସ୍ଥାପନା କରନ୍ତି ନାହିଁ । ଆପଣଙ୍କ ଦୃଢ ବିଶ୍ୱାସ ସଦୃଢ ହେଲେ ଆପଣ ବିଶ୍ୱାସ ହେଲେ ଆପଣ ମାନେ ବନ୍ଧୁତା କୁ ସଦୃଢ କରିବେ । ଥରେ ଜହାକୁ ବନ୍ଧୁ ଭାବେ ଗ୍ରହଣ କରନ୍ତି ସେ ଯେତେ ଅନ୍ୟୟ କଲେ ବି ଆପଣ ମାନେ ତା ସହିତ ବନ୍ଧୁ ସଂମ୍ପର୍କ ଛିନ୍ନ କରି ପାରନ୍ତି ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେଲୁ କୁ କିପରି ଭାବେ ହୋଇଥାନ୍ତି ବୃଷ ରାଶି ର ବ୍ୟକ୍ତି ବିଶେଷ ମାନେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ଟି ହେଲା ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ କିଛି ଗୁପ୍ତ ରହସ୍ୟ ଅଟେ ଏହିଠାରେ ଆମେ ମାନେ ଆପଣ ମାନଙ୍କୁ ବୃଷ ରାଶିର ଲୋକ ମାନଙ୍କ ପାଇଁ ଏମିତି କିଛି କଥା କୁହାଜାଇଛି ଜାହାକି ପ୍ରତ୍ୟୋକ ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆବଶ୍ୟକ ଅଟେ । ତେବେ ବନ୍ଧୁଗଣ ଏଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ପାଇଁ ଯାଉଛୁ । କୃତିକା ରାଶି ଗଣ ଦାନବ ଗଣ, ରୋହିଣି ନକ୍ଷେତ୍ର ମାନବ ଗଣ , ମୂର୍ଗଶୀରା ନକ୍ଷେତ୍ର ଦେବଗଣ ବୋଲି ବିଚାର କରାଯାଏ । ଏମାନଙ୍କ ରାଶିର ନାମ କ, ଉ, ଅ , ଏ , ବ , ବି , ଉୁ ଏହିଥଇ ମଧ୍ୟରୁ ଗୋଟିଏ ଅଟେ ।

ଏହି ରାଶିର ଅନ୍ୟ ନାମ ହେଲା ଗୋ ଏବଂ ଗୈ ଇତ୍ୟାଦି । ତେବେ ଏହି ସ୍ୱାଭାବର ଲୋକମାନେ ତାମଂଶୀକ ଭକ୍ତି ବଳରେ ସମସ୍ତେ କିଛି ସାବଧାନ କରିବାର ପ୍ରବଣ ଅଟନ୍ତି । ଏମାନେ ପରଉପକାରୀ , ସାହାସୀ ଏବଂ ତେଜ ବନ୍ତ ହୋଇଥାନ୍ତି । ଏମାନେ ଶତୃ ବିରୋଧୀ ଅଟନ୍ତି । ଏମାନେ ସର୍ବବଶ କାରୀ ଏବଂ ଶତୃ ପ୍ରିୟ ହୋଇଥାନ୍ତି। ସମାଜରେ ଶୀଘ୍ର ଆୟତ୍ତୋକାର ହୋଇଥାନ୍ତି । ଏଣାନଙ୍କ ମଧ୍ୟରେ ଧର୍ମ ପରାୟଣତା ଦେଖାଦିଏ ।

brusha

କନ୍ୟା ସନ୍ତାନ ଯୁକ୍ତ , ତେଜଶ୍ୟ , କ୍ଲେଶ , ଶ୍ଲେଷ ପ୍ରବୁତି ଏବଂ କ୍ଷେମା ଶୀଳ , ବନ୍ଧ ବିଶିଷ୍ଟ ଏମାନେ ବହୁତ ସୁଖି ଅଟନ୍ତି । ଏହି ରାଶିର ଲୋକ ମାନେ ବହୁତ ଭାବୁକ ହୋଇଥାନ୍ତି । ଏମାନଙ୍କର ଇଚ୍ଛା, ଘର , ପରିବାର ଏବଂ ଦୁନିଆଁ ର ସବୁ ଲୋକ ମାନେ ଭଲ ରେ ରୁହନ୍ତି ଏମାନେ ସବୁ ବେଳେ ଚାହାଁନ୍ତି । ଯଦି ଏମାନଙ୍କ କଥା କେହି ସୁଣନ୍ତି ନାହିଁ ତେବେ ସେମାନେ ବହୁତ ନିରାଶ ହୁଅନ୍ତି ପାଠ ପଢା କୁ ନେଇ ଏମାନେ ନିଜର ଭଷଷିଶ୍ୟତ ପାଇଁ ବହୁତ ସେଚତନ ରହି ଥାନ୍ତି ।

ଏମାନେ ଯେଉଁ କାମ କୁ ସବୁ ବେଳେ ଆରମ୍ଭ କରି ଥାନ୍ତି । ସେମାନେ ସେହି କାମ କୁ ସଂମ୍ପର୍ଣ୍ଣ ଭାବେ ସେଷ ମଧ୍ୟ କରି ଥାନ୍ତି ଜିବନ ରେ ବହୁତ ସଂଘର୍ଷ କରି ଥାନ୍ତି । ଏବଂ ଷିର୍ସକ ରେ ହିଁ ପହଁଚି ଯାଇଥାନ୍ତି । ଏହି ଲୋକ ମାନେ ପ୍ରେମ କୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ହେଲେ ଏମାନେ ସେତେ ରୋମାନଟିକ୍ ହୋଇ ନ ଥାନ୍ତି ପ୍ରେମ ସଂମ୍ପର୍କ ରେ ଏମାନେ ବହୁତ ଲୋକି ହୋଇ ଥାନ୍ତି ପ୍ରେମ ଏବଂ ଏମାନଙ୍କ ସଂମ୍ପର୍କ ଟିକିଏ କମ୍ ହୋଇ ଥାଏ ହେଲେ ଏମାନେ ସଂମ୍ପର୍କ କୁ ବହୁତ ଗୁରୁତ୍ୱ ଦେଇଥାନ୍ତି ।

ଏମାନେ ନିଜର ପ୍ରେମ କୁ ପାଇବା ପାଇଁ ବଡ ବଡ ପରିସ୍ଥିତି ରକ ସାମ୍ନା କରିଥାନ୍ତି ।ଏମାନେ ବାହାରକୁ ଯେମିତି ଦେଖା ଏମାନେ ତା ଠାରୁ ଅଧିକ ସାହାସୀ ହୋଇ ଥାନ୍ତି ,ଏମାନେ ଅନେକ ଗୁଣ ର ଅଧିକାରୀଣୀ ହୋଇ ଥାନ୍ତି । ଆଳସ୍ୟତା ଆପଣଙ୍କ ପ୍ରଧାନ ଶତୃ , ଆପଣ ମାନେ କୁ ବୁଦ୍ଧି ସଂମ୍ପର୍ଣ୍ଣ ଲୋକ ମାନଙ୍କ ଠାରୁ ଦୂରେଇ ରୁହନ୍ତି । ସେହି ପରି ଆପଣ ମାନେ ବନ୍ଧୁ ମାନଙ୍କ ଆଦର୍ଶ ଉପରେ ବିଶେଷ ଦୃଷ୍ଟି ଦିଅନ୍ତି । ବନ୍ଧୁ ଙ୍କର ବିଶ୍ୱସ୍ତ ଉପରେ ସଂମ୍ପର୍ଣ୍ଣ ବିଶ୍ୱାସ ନଆସିବା ଯାଏ ଆପଣ ମାନେ ବନ୍ଧୁତ୍ୱ ସ୍ଥାପନା କରନ୍ତି ନାହିଁ ।

brusha

ଆପଣଙ୍କ ଦୃଢ ବିଶ୍ୱାସ ସଦୃଢ ହେଲେ ଆପଣ ବିଶ୍ୱାସ ହେଲେ ଆପଣ ମାନେ ବନ୍ଧୁତା କୁ ସଦୃଢ କରିବେ । ଥରେ ଜହାକୁ ବନ୍ଧୁ ଭାବେ ଗ୍ରହଣ କରନ୍ତି ସେ ଯେତେ ଅନ୍ୟୟ କଲେ ବି ଆପଣ ମାନେ ତା ସହିତ ବନ୍ଧୁ ସଂମ୍ପର୍କ ଛିନ୍ନ କରି ପାରନ୍ତି ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେଲୁ କୁ କିପରି ଭାବେ ହୋଇଥାନ୍ତି ବୃଷ ରାଶି ର ବ୍ୟକ୍ତି ବିଶେଷ ମାନେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *