ଘରେ ଶଙ୍ଖ ରଖିଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା…

shankh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଆପଣ ମାନେ ଯଦି ଘରେ ଶଙ୍ଖ ରଖିଛନ୍ତି ତେବେ କେବେ ଏହି ସବୁ ଭୁଲ କରନ୍ତୁୂ ନାହିଁ । ନଚେତ୍ ଆପଣ ମାନଙ୍କ ସର୍ବନାଶ ସୁନିଶ୍ଚିତ ଅଟେ । ଆମର ହିନ୍ଧୁଧର୍ମ ରେ ଶଙ୍ଖ ର ବହୁତ ପରିମାଣ ରେ ମହତ୍ୱ ରହିଛି । ପ୍ରତ୍ୟେକ ଲୋକ ମାନଙ୍କ ଠାକୁର ଘରେ ନିଶ୍ଚିତ ରୂପେ ଗୋଟିଏ ଶଙ୍ଖ ରହିଥିବ । କିନ୍ତୁ ଏହି ଶଙ୍ଖ ରଖିବାର କେତେ ଗୁଡ଼ିଏ ନିୟମ ରହିଛି ।

ଯଦି ଆପଣ ମାନେ ଏହି ନିୟମ ର ପାଳନ କରୁ ନ ଥିବେ ତେବେ ଆପଣ ମାନଙ୍କ ଘର ର ଅମଙ୍ଗଳ ହୋଇପାରେ ସେମିତି ରେ ଆସନ୍ତୁ ସେହି ସବୁ ନିୟମ ବିଷୟ ରେ ଜାଣିବା ଯେଉଁ ଗୁଡ଼ିକ କି ଯଦି ଆପଣ ମାନେ ଶଙ୍ଖ ଘରେ ରଖିଛନ୍ତି । ତେବେ ନିଶ୍ଚିତ ଭାବେ ପାଳନ କରିବା ଦରକାର ।

sankha

ସେମିତି ରେ ସଂନ୍ଧ୍ୟା ସମୟ ରେ ନାକାରାତ୍ମକ ଶକ୍ତି ମାନଙ୍କର ପ୍ରଭାବ ବହୁତ ଅଧିକ ପରିମାଣ ରେ ରହିଥାଏ । ସେହି ସମୟ ରେ ହିଁ ଏହି ପରି ଶଙ୍ଖ କୁ ବଜାଜାଇ ଥାଏ । ହେଲେ ଏହାକୁ ବଜେଇବା ସମୟ ରେ ଆପଣ ମାନେ ତିନି ଥର ଏବଂ ଅଧା ହିଁ ବଜେଇବେ । ଏହା କରିବା ଦ୍ୱାରା ଆପଣ ମାନଙ୍କର ଶୁଭ ହୋଇଥାଏ । ହେଲେ ତିନି ଥର କୁ ଅଶୁଭ ବିଚାର କରାଯାଏ ।

ଘରେ ଶଙ୍ଖ କୁ ରଖିବା ସମୟ ରେ ଆପଣ ମାନେ ତାହାକୁ ହଳଦିଆ କପଡା ରେ ହିଁ ବାନ୍ଧି କରି ରଖନ୍ତୁ । ଆପଣ ମାନଙ୍କ ଘର ର ବାସ୍ତୁ ଦୋଷ କୁ ପ୍ରଭାବିତ କରେ । ସେହି ପରି ଭାବେ ଆପଣ ମାନେ ଯେତେ ବେଳେ ବି ଶଙ୍ଖ କୁ ବଜାଉଛନ୍ତି ତେବେ କେବେ ବି ଅଧା ଗାଣ୍ଡିଆ ଶଙ୍ଖ କୁ କେବେ ବି ବଜାଇବେ ନାହିଁ । ଏବଂ ସେମିତି କ୍ଷେତ୍ର ରେ ଯେଉଁ ଘର ମାନଙ୍କ ରେ ଏହି ଶଙ୍ଖ ରହି ନ ଥାଏ । ତେବେ ସେହି ଘରେ ମାତା ଲକ୍ଷ୍ମୀ ଙ୍କର କୃପା ମିଳେ ନାହିଁ । ସେହି ଘରେ ସବୁ ବେଳେ ଧନ ର ଅଭାବ ଦେଖା ଦିଏ ।

shankh

ସେହି ପରି ବେଳେ ଶଙ୍ଖ କୁ ସବୁ ବେଳେ ଉଚ୍ଛ ସ୍ଥାନ ରଖିବା ଆବଶ୍ୟକ ଅଟେ । ଆପଣ ମାନେ ଯଦି ପ୍ରତ୍ୟେକ ଦିନ ଏହି ଶଙ୍ଖ କୁ ବଜେଇବେ ତେବେ ଆପଣ ମାନଙ୍କର ହାର୍ଟ ଜନିତ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ । ଏହି ଶଙ୍ଖ ହେଉଛି ଗୋଟିଏ ବହୁତ ପବିତ୍ର ଜିନିଷ ତେବେ ଯେତେ ବେଳେ ବି ଆପଣ ମାନେ ଏହି ଶଙ୍ଖ କୁ ଧରୁଛନ୍ତି । ତେବେ ଆପଣ ମାନେ ସ୍ନାନ କରି ଥିବା ଦରକାର ।

ସେମିତି ରେ ଆପଣ ମାନେ ଯଦି ମାତା ଲକ୍ଷ୍ମୀ ଙ୍କର କୃପା କୁ ପାଇବା ପାଇଁ ଚାହାଁନ୍ତି । ତେବେ ଯଦି ଆପଣ ମାନେ ଘରେ ଦୁଇଟି ଶଙ୍ଖ କୁ ରଖନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ତାଙ୍କର ଆଶିଷ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *