୨୦୨୩ ରେ ଏହି ୫ ରାଶି ହେବେ ରାଜା- ଆପଣଙ୍କ ରାଶି ଅଛି

rasi 5

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ କିଛିଦିନ ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହି ୨୦୨୩ ରେ ଏହି ୫ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଦୀର୍ଘ ୧୫୧ବର୍ଷ ପରେ ଏହି ଅଦ୍ଭୁତ ମହା ସଂଯୋଗ ହେବାକୁ ଯାଉଛି । ଯାହା ଫଳରେ ମାଁ ଲକ୍ଷ୍ମୀଙ୍କ କୃପା ଏହି ୫ଗୋଟି ରାଶି ଉପରେ ବନି ରହିବ । ଯାହା ଫଳରେ ଏମାନଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଛି ।

ସର୍ବ ପ୍ରଥମ ରାଶିଟି ହେଉଛି ମେଷ ରାଶି । ମନରେ ସକରାତ୍ମକ ବଢିବ । ଯାହା ଫଳରେ ବଡ ଧରଣର ଲାଭ ମିଳିବ । କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ବହୁତ ଦିନ ଧରି କରି ଆସୁଥିବା କାର୍ଯ୍ୟ ରେ ଉଚିତ୍ ଫଳ ଏହି ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ହିଁ ମିଳିବାକୁ ଲାଗିବ । ବ୍ୟାପାରରେ ବଡ ଧରଣର ଲାଭ ମିଳିବାର ସମ୍ଭାବନା ରହିଛି ।

astrolog

ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି । ଧନ ଜନିତ ସମସ୍ୟା ଯାହା ବି ଥିଲା ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ଧୀରେ ଧୀରେ ସୁଧୁରିବାକୁ ଲାଗିବ । ଆପଣଙ୍କୁ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ କିମ୍ବା କୌଣସି ସହଯୋଗ ପ୍ରାପ୍ତ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ । ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତ ହେବ । ମାନ ସମ୍ମାନ ରେ ବୃନ୍ଧି ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ରହିବ । ଆପଣଙ୍କ ଅଧିକାଂଶ ସମସ୍ୟା ସମାଧାନ ହୋଇଯିବ ।

ତୃତୀୟ ରାଶିଟି ହେଉଛି ତୁଳା ରାଶି । ଲୋକମାନେ ଆପଣଙ୍କ ଠାରେ ପ୍ରଭାବିତ ହୋଇପାରନ୍ତି । ଧନ ପ୍ରାପ୍ତି ର ନୂଆ ନୂଆ ସମ୍ଭାବନା ହୋଇପାରେ ଅର୍ଥାତ୍ ବିଭିନ୍ନ ଦିଗରୁ ଧନ ମିଳିବାର ସମ୍ଭାବନା ବନୁଅଛି । ଆପଣ କୌଣସି ମହତ୍ୱପୂର୍ଣ୍ଣ ନିଣ୍ଣୟ ନେଇ ପାରନ୍ତି । ଏହି ସମୟରେ ଆପଣଙ୍କ ସମସ୍ତ ବିବାଦ ଦୂରିଭୂତ ହେବାର ସମ୍ଭାବନା ରହିଛି ।

ଚତୁର୍ଥ ରାଶିଟି ହେଉଛି ସିଂହ ରାଶି । ଏହି ରାଶିର ଯାତକ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ନାଁ କାହିଁକି ସେଥିରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ରହିବ । ପ୍ରତ୍ୟେକ କାର୍ଯ୍ୟ କୁ ଚିନ୍ତା ବିଚାର କରି ନିଣ୍ଣୟ ନିଅନ୍ତୁ । ଆପଣ ସଫଳତା ଅବଶ୍ୟ ପ୍ରାପ୍ତ କରିବେ । ଆପଣଙ୍କୁ ନୂଆ ନୂଆ ବିଚାର ପ୍ରାପ୍ତ ହେବ ।

ASTROLOGY2

ପଞ୍ଚମ ରାଶିଟି ହେଉଛି କୁମ୍ଭ ରାଶି । ଚାକିରି ବ୍ୟବସାୟ ଦୁଇଟି ଯାକ କ୍ଷେତ୍ରରେ ଆପଣଙ୍କୁ ଧନ ଲାଭ ର ଯୋଗ ବନୁଅଛି । ଆପଣଙ୍କ ନୂଆ ମିତ୍ର ସୃଷ୍ଟି ହେବେ । ଯାହା ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କ ଆତ୍ମ ବିଶ୍ୱାସ ବଢିବ । କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଗକୁ ଭଲ ସମୟ ଆସିବାର ରହିଛି । ପାଠରେ ସଂପୂର୍ଣ୍ଣ ମନ ଲାଗିଯିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ । ଟିକେ ସାବଧାନ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *