33 ବର୍ଷ ପର୍ଯ୍ୟନ୍ତ ଏହି 1 ରାଶିରେ ଧନ ବର୍ଷା କରିବେ ଶନିଦେବ, ଦେଖନ୍ତୁ ଆପଣଙ୍କ ରାଶି ନୁହନ୍ତି

Shani deva

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ଟି ରାଶି ବିଷୟରେ କୁହାଯାଇଛି । ସବୁ ରାଶି ଓ ଗ୍ରହର ଆମ ଜୀବନରେ ନିରନ୍ତର ପ୍ରଭାବ ପକେଇଥାଏ । ଯେମିତି ଗ୍ରହର ଚାଳନ ହୋଇଥାଏ । ସେହି ହିସାବରେ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଗ୍ରହରେ ସବୁଠୁ ବଡ ଏବଂ ଶକ୍ତିଶାଳୀ ଗ୍ରହ ଭଗବାନ ଶନିଦେବ ହୋଇଥାନ୍ତି । ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଦୁନିଆଁରେ ଅଧିକ ସେ ତାଙ୍କର କ୍ରୋଧ ପାଇଁ ସମସ୍ତେ ତାଙ୍କୁ ଜାଣନ୍ତି । ଯେଉଁ ବ୍ୟକ୍ତି ଉପରେ ଶନିଦେବଙ୍କ କୃପା ରହିଥାଏ। ସେହି ମଣିଷ ଧନୀ ହୋଇଯାଏ । ଆଉ ଯାହା ଉପରେ ଶନିଦେବ କ୍ରୋଧିତ ହୋଇଥାନ୍ତି । ତାକୁ ଧନିରୁ ଗରିବ ହେବ ପାଇ ବହୁତ କମ ସମୟ ଲାଗେ ।

ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି । ଯଦି ଆପଣ ଏହାର ଠିକ ସେ ପାଳନ କରିବେ ତେବେ ଏହା ଆପଣଙ୍କ ପାଇଁ ବହୁତ ଫାଇଦା ଦେବ । ଯେବେ ଆପଣ ଶନି ଦେବଙ୍କୁ ଦେଖା କରିବାକୁ ମନ୍ଦିରକୁ ଯାଉଛନ୍ତି ତାଙ୍କ ଆଖିରେ ଆଖି ମିଶାଇ ଦେଖିବା ଉଚିତ ନୁହେଁ । ସବୁବେଳେ ତାଙ୍କ ଚରଣର ହିଁ ଦର୍ଶନ କରିବା ଉଚିତ । ତେବେ ଆସନ୍ତୁ ବନ୍ଧୁଗଣ ସେହି ରାଶି ମାନଙ୍କ ବିଷୟ ରେ ଜାଣିନେବା ଯେଉଁ ମାନେ ଭାଗ୍ୟଶାଳୀ ଅଟନ୍ତି ।

shani

ତୁଳା ରାଶି – ଏହି ରାଶିର ଲୋକଙ୍କ ପାଦ ଏବେ ସଫଳତା ଆଡକୁ ବଢିବା ପାଇଁ ଯାଉଛି । ଆପଣଙ୍କ ସବୁ ଅସୁବିଧା ଏବେ ଶନିଦେବଙ୍କ କୃପାରୁ ଦୂର ହୋଇରହିବେ । ଆପଣ ନିଜ ଜୀବନରେ ନୂଆ ନୂଆ ସଫଳତା ହାସଲ କରି ପାରିବେ । ଆପଣଙ୍କୁ ଏବେ ପରିବାରର ସଂମ୍ପର୍ଣ୍ଣ ସହଯୋଗ ମିଳିବା ପାଇଁ ଯାଉଛି । ପିଲାମାନଙ୍କ ତରଫରୁ ଆପଣଙ୍କୁ କୌଣସି ସୁଖ ଖବର ମିଳିବ ।

ମେଷ ରାଶି – ଭଗବାନ ଶନିଦେବଙ୍କ କୃପାରୁ ଜୀବନରେ ସବୁ ଅସୁବିଧା ଦୂର ହେବାକୁ ଯାଉଛି । ଆପଣ ମାନଙ୍କୁ ନୂଆ ନୂଆ ସଫଳତା ମିଳିବା ପାଇଁ ଯାଉଛି ଯେଉଁଥିରେ ଆପଣଙ୍କ ଆର୍ଥିକ ପରିସ୍ଥିତି ମଜବୁତ ହେବେ । ପରିବାରରେ ଏହି ସମୟରେ ଖୁସିର ମାହୋଲ ରହିବ ନିଜ କଥାରେ ସବୁବେଳେ ଆପଣ ସଂଯମତା ରକ୍ଷା କରିବା ସିଖନ୍ତୁ ।

କନ୍ୟା – ରାଶିର ଲୋକଙ୍କ ଭାଗ୍ୟ ଏବେ ଶନି ଦେବଙ୍କ କୃପାରୁ ବହୁତ ଭଲ ରହିବ । ଆପଣ ଯାହାବି କାମ ଶନି ଦେବଙ୍କ ନାମ ନେଇ ଆରମ୍ଭ କରିବେ । ଆପଣ ମାନେ ସେହିଥିରୁ ନିଶ୍ଚିତ ଭାବେ ସଫଳତା ପାଇବେ । ଆଉ ଆପଣଙ୍କର ସବୁ କଷ୍ଟର ମଧ୍ୟ ନିବାରଣ ହେବ ।

shani dev

ସିହଂ ରାଶି – ଭଗବାନ ଶନିଦେବଙ୍କ ଦୟା ଦ୍ରୁଷ୍ଟି ଏବେ ଆପଣଙ୍କ ଉପରେ ରହିବ । ସେଥିଲାଗି ଆପଣ କିଚିବି କାମ ମନ ଲଗାଇକି କରିବେ । ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ ।

ମକର ରାଶି – ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ଏବେ ସରକାରୀ ଚାକିରି ମିଳିବାର ସମ୍ଭାବନା ରହିଛି । ଯେଉଁଥିରେ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ । ଆଉ ଆର୍ଥିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିବ । ଶନି ଦେବଙ୍କ ଦୟା ଦ୍ରୁଷ୍ଟି ବହୁତ ପରିମାଣ ରେ ଆପଣ ମାନଙ୍କ ଉପରେ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *