ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନି ଦେବଙ୍କର କୃପା ଦୃଷ୍ଟି ହେଲେ ବ୍ୟକ୍ତିର ଜୀବନରେ ସୁଖ ସମ୍ଭୃଦ୍ଧି ଆସିଥାଏ । ଯେଉଁ ଲୋକ ଖରାପ କାମ କରିଥାନ୍ତି ତାକୁ ଦଣ୍ଡ ଓ ଭଲ କାମ କରିଲେ ତାକୁ ଭଲ ଫଳ ଦେଇଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭଗବାନ ଶନି ଦେବଙ୍କର କିଛି ପ୍ରିୟ ରାଶି ବିଷୟରେ କହିବା ପାଇଁ ଚାହୁଁଛୁ ,ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।
ପ୍ରଥମ ରାଶିଟି ହେଉଛି ତୁଳା ରାଶି । ଏହି ରାଶିର ଲୋକମାନେ ସ୍ୱଚ୍ଛା ଲୋକ ହୋଇଥାନ୍ତି , ଏମାନଙ୍କ ଭିତରେ କୌଣସି ଖରାପ ଗୁଣ ନଥାଏ , ଏମାନେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଜୀବନ ଖୁସିରେ ବ୍ୟତିତ କରିଥାନ୍ତି , ଏମିତି ଲୋକ ଶନି ଦେବଙ୍କୁ ସର୍ବଦା ପଶ୍ରନ୍ନ ଆସିଥାନ୍ତି ଏବଂ ଏମାନଙ୍କ ଉପରେ ଭଗବାନ ଶନି ଦେବଙ୍କର ବିଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି ।
ଦ୍ୱିତୀୟ ରାଶିଟି ହେଉଛି ମେଷ ରାଶି । ଏହି ରାଶି ଉପରେ ଭଗବାନ ଶନିଦେବ ପଶ୍ରନ୍ନ ହେବାକୁ ଯାଉଛନ୍ତି , ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଭଗବାନ ଶନି ତେଣୁ ଏହି ଲୋକଙ୍କ ମାନଙ୍କ ଉପରେ ଭଗବାନ ଶନି ଦେବଙ୍କର ବିଶେଷ କୃପା ଦୃଷ୍ଟି ରଖିଥାନ୍ତି , ଭଗବାନ ଶନି ଦେବ ଏମାନଙ୍କ ଜୀବନରେ ସୁଖ ପ୍ରଦାନ କରିଥାନ୍ତି ।
ତୃତୀୟ ରାଶିଟି ହେଉଛି ସିଂହ ରାଶି । ଏହି ରାଶିର ଲୋକ ମାନେ ବହୁତ ମେହନତି ହୋଇଥାନ୍ତି , ଏମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି , ଏମାନେ ଗରିବ ଓ ଅସାହ୍ୟ ବ୍ୟକ୍ତିଙ୍କୁ ବହୁତ ସାହାଯ୍ୟ ମଧ୍ୟ କରିଥାନ୍ତି , ଭଗବାନ ଶନିଦେବ ଏମିତି ଲୋକଙ୍କୁ ପସନ୍ଦ ଆସିଥାନ୍ତି ।
ଚତୃର୍ଥ ରାଶିଟି ହେଉଛି ବୃଷ ରାଶି । ଏହି ରାଶିର ଲୋକମାନେ ଆସାବାଦି ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ଭଳି ବ୍ୟକ୍ତି ହୋଇଥାନ୍ତି , ଏମାନଙ୍କ ଠାରେ ସାହାସିକତା ରହିଥାଏ , ଏହି ରାଶିର ଲୋକ ନିଜର ଜୀବନ କିଛି ସର୍ତ ଅନୁଜାଇ ବ୍ୟକ୍ତିତ୍ୱ କରିବାକୁ ପସନ୍ଦ କରିଥାନ୍ତି , ଭଗବାନ ଶନି ଦେବଙ୍କୁ ଏହି ରାଶିର ଲୋକମାନେ ବହୁତ ଅଧିକ ପସନ୍ଦ ଆସିଥାନ୍ତି ।
ପଞ୍ଜମ ରାଶିଟି ହେଉଛି ମିଥୁନ ରାଶି । ଏହି ରାଶିର ଲୋକ ତରବର ହୋଇ ନିଷ୍ପତି ନିଅନ୍ତି ନାହିଁ ,ଏମାନେ କାମ କରିବା ପୂର୍ବରୁ ବିଚାର ବିମସ କରି କାମ କରିଥାନ୍ତି , ଏମାନଙ୍କୁ ପରିବାରର ଓ ସମ୍ପର୍କିୟ ଙ୍କ ସହ ସମ୍ପର୍କ ଭଲ ରହିଥାଏ , ଭଗବାନ ଶନି ଦେବଙ୍କୁ ଏମିତି ଲୋକଙ୍କୁ ବହୁତ ପସନ୍ଦ ଆସିଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।