ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 2018 ରେ ଷ୍ଟାର ଭାରତ ଚେନ୍ନାଲ ରେ ଆପଣ ମାନେ ରାଧା କୃଷ୍ଣ ସିରିଏଲ କୁ ନିଶ୍ଚିତ ଭାବେ ଦେଖି ହିଁ ଥିବେ ଏବଂ ଆପଣ ମାନେ ସେହି ଥିଲେ ଏହି ଦୁଇ କଳାକାର ମାନଙ୍କୁ ରାଧା ଏବଂ କୃଷ୍ଣ ଙ୍କ ଅବତାର ରେ ନିଶ୍ଚିତ ଭାବେ ଦେଖି ହିଁ ଥିବେ ଏହି ସିରିଏଲ ରେ କୃଷ୍ଣ ର ରୋଲ କରି ଥିବା ଅଭିନେତା ସୁମେଧ୍ ମୁଧେଗୋଲ ଅସଲ ଜିବନ ରେ ବହୁତ ଭଲ ବଇଁଶୀ ବଜେଇ ନେଇ ଥାନ୍ତି , ଏବଂ ରାଧା ଙ୍କ ରୋଲ ରେ ଅଭିନେତ୍ରୀ ମଲ୍ଲୀକା ସେନ୍ ନଜର ଆସି ଥାନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ରାଧା ର କେରେକ୍ଟର ରେ ଅଭିନୟ କରି ଥିବା ସୁନ୍ଦର ଅଭିନେତ୍ରୀ ଙ୍କ ବିଷୟରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ,
ଯିଏ କେବଳ 18 ବର୍ଷ ବୟସ ରେ ହିଁ ଏକ ଛୋଟ ପରଦା ରେ ନିଜର ନାମ କୁ ବହୁତ ବଡ କରି ଦେଖେଇ ଥିଲେ ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ମଲ୍ଲୀକା ସିହଂ କୁ ଡେନ୍ସ ଏବଂ ଅଭିନୟ ବହୁତ ପରିମାଣ ରେ ପସନ୍ଦ ଅଟେ ସେ ଜାମ୍ମୁ ଏବଂ କଶ୍ମିରୀ ର ରହି ଥାନ୍ତି । ମଲ୍ଲୀକା ସିହଂ ଏବଂ ତାଙ୍କର ଜନ୍ମ 15 ସେପ୍ଟେମ୍ବର 2000 ମସିହା ରେ ହୋଇ ଥିଲା ,ସେ 20 ବର୍ଷ ର ହୋଇ ସାରିଛନ୍ତି ,
ତେବେ ବନ୍ଧୁଗଣ ରାଧା କୃଷ୍ଣ ସିରିଏଲ ଲୋକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁ ଥିବା ବେଳେ ଏହି ଦୁଇଜଣ ଙ୍କ ଯୋଡି କୁ ବି ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି ସେମିତି ରେ ବନ୍ଧୁଗଣ 2018 ରେ ଷ୍ଟାର ଭାରତ ଚେନ୍ନାଲ ରେ ଆପଣ ମାନେ ରାଧା କୃଷ୍ଣ ସିରିଏଲ ରେ ଆପଣ ମାନଙ୍କୁ କାହାର ଅଭିନୟ ଆପଣ ମାନଙ୍କୁ ବେଶି ଭଲ ଲାଗି ଥିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।