5 ଷ୍ଟାର ହୋଟେଲ ରେ ହେଲା ସେକ୍ସ ରାକେଟ୍ ର ପର୍ଦାଫାଶ । 2 ଜଣ ସିରିଏଲ ଅଭିନେତ୍ରୀ ସହ ଜଣ ଫିଲ୍ମ ହିରୋଇନ ଗିରଫ

5 ଷ୍ଟାର ହୋଟେଲ ରେ ସେକ୍ସ ରାକେଟ୍ ର ପର୍ଦାଫାଶ ହୋଇଛି । ଦେହ ବେପାର ରାକେଟ ର ଖୁଲାସା କରି ମୁମ୍ବାଇ ପୋଲିସ ଜଣେ ବଲିଉଡ ଅଭିନେତ୍ରୀ ଏବଂ ବେଲି ଡ୍ୟାନ୍ସର ଙ୍କ ସମେତ 2 ଟିଭି ସିରିଏଲ ଅଭିନେତ୍ରୀ ଙ୍କୁ ଗିରଫ କରିଛି । ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ ମୁମ୍ବାଇ ର ଉପକଣ୍ଠ ଗୋରେଗାଓଁ ର 5 ଷ୍ଟାର୍ ହୋଟେଲ ରେ ଚାଲୁଥିଲା, ଯାହାର ପର୍ଦାଫାଶ ହେବା ପରେ ଏହି ଅଞ୍ଚଳ ର ସମ୍ବେଦନଶୀଳତାକୁ ପ୍ରକାଶ କରିଥିଲା ​​ତେବେ ଏହି ହିରୋଇନ ମାନେ ପଇସା ନେଇ , ଯେକୌଣସି ଲୋକ ସହ ରଖୁଥିଲେ ସମ୍ପର୍କ ।hir

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ କ୍ରାଇମ ବ୍ରାଞ୍ଚ ର ଟିମ୍ ଗୋରେଗାଓଁ ର 5 ଷ୍ଟାର ହୋଟେଲ ଉପରେ ଚଢ଼ଉ କରିଥିଲେ । ଯେଉଁଠାରୁ 4 ଜଣ ଅଭିନେତ୍ରୀ ଏବଂ 1 ବେଲି ଡ୍ୟାନ୍ସର ଙ୍କୁ ଗିରଫ କରାଯାଇଥିଲା । ଏହି ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ କୁ ପ୍ରକାଶ କରିବା ପାଇଁ ଗ୍ରାହକ ଭାବେ ପୋଲିସ ଦଳର ସଦସ୍ୟମାନଙ୍କୁ ହୋଟେଲ କୁ ପଠାଯାଇଥିଲା, ଯେଉଁଠାରେ ସେମାନେ ସେକ୍ସ ରାକେଟ୍ ର ଡିଲରମାନଙ୍କୁ ଭେଟିଥିଲେ । ଏବଂ ସେମାନଙ୍କ ସହ ଅତି ଚତୁରତାର ସହ ଡିଲ ମଧ୍ୟ କରିଥିଲେ । ତେବେ କିଛି ସମୟ ଡିଲ କରିବା ପରେ ପୋଲିସ ଧରିଥିଲା ଏମାନଙ୍କୁ ।

ସେକ୍ସ ରାକେଟ୍ ର ଡିଲରମାନଙ୍କୁ ଭେଟିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ ଚଢ଼ଉ କରି 3 ଜଣ ମହିଳା ଙ୍କୁ ଗିରଫ କରିଥିଲେ । ଗିରଫ ମହିଳା ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ ଅଭିନେତ୍ରୀ , ହେଲେ ଅଭିନେତ୍ରୀଙ୍କ ନାମ ପୋଲିସ ଗୁପ୍ତ ରଖିଥିବାର ସୁଚନା ମିଳିଛି। ଖବର ଅନୁଯାୟୀ, ଏହି ତାରକାମାନେ ବଡ଼ ହୋଟେଲ କୁ ଦେହ ବେପାର ପାଇଁ ଯାଆନ୍ତି ।tg 

ବଲିଉଡ ର ବେଲି ଡ୍ୟାନ୍ସର ଏବଂ ଦୁଇ ଟିଭି ସିରିଏଲ କଳାକାର ହୋଟେଲ ରେ ଦେହ ବେପାର ପାଇଁ 10 ଲକ୍ଷ ଟଙ୍କା ରେ ଚୁକ୍ତି କରିଥିଲେ । କିନ୍ତୁ ପୋଲିସ ଏହି ଖବର ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ସେକ୍ସ ରାକେଟ୍ ର ପର୍ଦାଫାଶ କରିଥିଲା ଏବଂ 3 ଜଣ ଅଭିନେତ୍ରୀ ଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *