TODAY Breaking News || ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା || କେତେବାଟ ଆଗେଇଲା ପୋଲିସ୍

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ରେ ଆସିଲା ଏବେ ନୂଆ ମୋଡ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ରେ ମୂଖ୍ୟ ଅଭିଯୁକ୍ତ DFO ଙ୍କୁ ଭେଟିଲା ପୋଲିସ୍ ଏହି ବିଷୟ ରେ ପୋଲିସ୍ ଏସପି ଙ୍କ ତରଫ ରୁ ମିଳିଲା କ୍ଲିନ୍ ଚିଟ୍ । ACF ସୌମ୍ୟ ରଞ୍ଜନ ରହସ୍ୟଜନକ ମୃତ୍ୟୁ ମାମଲା ରେ ବହୁତ ଚର୍ଚ୍ଚିତ ଅନ୍ୟ ଏକ ଅଭିଯୁକ୍ତ ରହିଥିବା ସଂଙ୍ଗ୍ରାମ ବେହେରା ଙ୍କୁ ମିଳିଛି କ୍ଲିନ୍ ଚିଟ୍ ।

samya

ତାଙ୍କର ବିଦ୍ୟାଭାରତୀ ଙ୍କ ସହିତ କୈଣସି ସଂମ୍ପର୍କ ନଥିବା ପ୍ରଷ୍ଟ କରାଜାଇଛି । ଗଜପତି ଏସପି ତପନ ପଟ୍ଟନାୟକ ଏହି ବିଷୟ ରେ ସୂଚନା ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଜାଣିନେବା । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ରେ ଅଭିଯୁକ୍ତ DFO ଙ୍କ ଏହି ମାମଲା କୈଣସି ସଂମ୍ପୃକ୍ତ ନଥିବା ପୋଲିସ କହିଛି ।

ଏହା ସହିତ ରୋଷେଇୟା ଙ୍କର ବି କୈଣସି ସଂମ୍ପୃକ୍ତି ନଥିବା ଜଣା ପଡିଛି । ଅନ୍ୟ ପକ୍ଷ୍ୟ ରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଙ୍କ ନାମରେ ଉଠୁଥିବା ଅଭିଯୋଗ ସଂମ୍ପର୍କ ରେ ବି ଏସପି କହିଛନ୍ତି କି ସୌମ୍ୟ ରଞ୍ଜନ ମୃତ୍ୟୁ ଖବର ପାଇ ସେ ଘଟଣା ସ୍ଥଳ କୁ ଜାଇଥିଲେ । ଏବଂ ସେଠାରେ ଅଭିଯୁକ୍ତ DFO ଙ୍କ ଏବଂ ବିଦ୍ୟାଭାରତୀ ଙ୍କ ନାମରେ ଅଭିଯୋଗ କରାଜାଇଥିବା ବେଳେ ବର୍ତମାନ ସମୟ ରେ ଏମାନଙ୍କ ନାମରେ କୈଣସି ସୁରାଗ୍ ମିଳି ପାରିନାହିଁ । ଏବଂ DFO କେବେ ବି ବିଦ୍ୟାଭାରତୀ ଙ୍କ ଘରକୁ ଜାଇନଥିଲେ ।

Vidya

ଏହି ବିଷୟ ରେ ପାଖପଡିଶା ଘର ମାନଙ୍କରେ ବି ପୋଲିସ ପଚରାଉଚୁରା କରିଛି । ସେହିପରି ବେଳେ ମମତା ପଣ୍ଡା ଏବଂ ବିଦ୍ୟାଭାରତୀଙ୍କର ପୂର୍ବରୁ କୈଣସି ଜଣା ସୁଣା ନଥିଲା । ସଂମ୍ପର୍କିୟ ମାନଙ୍କ ଠାରୁ ଫୋନ କଲ ପାଇ ବିଦ୍ୟାଭାରତୀ ଙ୍କ ପାଖକୁ ଜାଇଥିଲେ ମମତା । ତେବେ ଏଠାରେ ମାନବିକତା ଦୃଷ୍ଟି କୋଣ ରୁ ସହଯୋଗ କରିଥିଲେ ମମତା ବୋଲି ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *