ମାଡ଼ି ଆସୁଛି ପୁଣି ଆଉ ଏକ ଲଘୁଚାପ ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଠାରୁ ଲଘୁଚାପ କମିବ ହେଲେ ପୁଣି ଥରେ 28 ତାରିଖ ରୁ ମାଡିଆସୁଛି ଆଉ ଏକ ଲଘୁଚାପ ତେବେ ଏହି ଲଘୁଚାପ ପ୍ରଭାବ ରେ ରାଜ୍ୟ ରେ କେତେକ ସ୍ଥାନ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ମଧ୍ୟ ତୁହା କୁ ତୁହା ବିଭିନ୍ନ ସ୍ଥାନ ରେ ବର୍ଷା ହୋଇଥିଲା । ଏବଂ ପରେ ପରେ ଶନିବାର ଠାରୁ ଏହାର ପ୍ରଭାବ କମିବାରେ ଲାଗିଛି । ହେଲେ ପୁଣି ଥରେ 28 ତାରିଖ ରେ ସ଼ୃଷ୍ଟି ହେବାକୁ ଜାଉଛି ଆଉ ଏକ ଲଘୁଚାପ ।

heavy rain

\ତେବେ ଆସୁଥିବା ଲଘୁଚାପ କେଉଁ ଜିଲ୍ଲା କୁ ପ୍ରଭାବ ପକେଇବ ସେହି ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ବିବରଣି ନେବା । ବଙ୍ଗୋପସାଗର ରେ ଗତ 22 ତାରିଖ ରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ପଶ୍ଚିମ ଦିଗ ରେ ଗତି କରି । ଝାଡଖଣ୍ଡ , ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା 48 ଘଣ୍ଟା ମଧ୍ୟରେ ମଧ୍ୟପ୍ରେଦଶ ଦେଇ ରାଜସ୍ଥାନ କୁ ଯିବାର ସମ୍ଭାବନା ରହିଛି । ଏବଂ ପରେ କ୍ରମଶଂ ଦୁର୍ବଳ ହେବ ।

ଲଘୁଚାପ ଏବେ ଝାଡଖଣ୍ଡ ଆଡକୁ ଗତି କରୁଥିବାରୁ । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଓଡିଶା ର ସୁନ୍ଦର ଗଡ , ମୟୁରଭଞୀ , ବାଲେଶ୍ୱର , ଭଦ୍ରକ , ଆଦି ଜିଲ୍ଲା ରେ କିଛି କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷ୍ୟ ରେ 28 ତାରିଖ ରେ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଜାଉଛି ବୋଲି IMD କହିଛି । ତେବେ ଏହି ସଂମ୍ପର୍କ ରେ ବିଭାଗ ପକ୍ଷ୍ୟ ରୁ ସେମିତି କିଛି ସୂଚନା ମିଳି ନ ଥିବା ବେଳେ ।

rain

କେବଳ ଘୋରଇ ପାଣିପାଗ ବିଭାଗ ସ୍କାଇମେଟ ପକ୍ଷ୍ୟ ରୁ କୁହା ଜାଇଛି କି । ଜୁଲାଇ ମାସ ସେଷ ସପ୍ତାହ ର ଲଘୁଚାପ ପରେ ପରେ ଆଉ କିଛି ସପ୍ତାହ ପର୍ଯ୍ୟନ୍ତ ଲଘୁଚାପ ହେବାର ସମ୍ଭାବନା ନାହିଁ । ତେବେ ଏହା ଥିଲା ଲଘୁଚାପ କୁ ନେଇ କିଛି ନୂଆ ରିପୋର୍ଟ ଜାହା ପାଣିପାଗ ବିଭାଗ ପକ୍ଷ୍ୟ ରୁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *