କେମିତି କମିବ ବଡ ପେଟ ମାତ୍ର 7 ଦିନରେ ହିଁ ପତଳା ହେବ ଶରୀର । Dr. Mousumi Mishra

Obesity

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋଟାପଣ ଆଜିର ସମୟ ରେ ସବୁଠୁ ବଡ ସମସ୍ୟା ପାଲଟିଛି ଲୋକ ମାନେ ଆଜିର ସମୟ ରେ ଅଧିକ ବସି ରହି କାମ କରୁଛନ୍ତି , ଏବଂ ସେହିଥି ପାଇଁ ସେମାନଙ୍କର ଅଧିକ ପରିଶ୍ରମ ହୋଇ ପାରେ ନାହିଁ , ଏବଂ ସେହିଥି ପାଇଁ ବନ୍ଧୁଗଣ ମୋଟାପଣ ସମସ୍ତଙ୍କର ବଢିବା ପାଇଁ ଲାଗୁଛି ବର୍ତମାନ ସମୟ ରେ ଦୁନିଆଁ ରେ ଦୁଇ ପ୍ରକାରର ଲୋକ ମାନେ ଅଧିକ ହେବାରେ ଲାଗିଛନ୍ତି , ଯିଏ କି ଅଧିକ ମୋଟା ବା ପତଳା ଆଜିର ସମୟ ରେ ଫିଟ୍ ପର୍ସିନାଲ୍ଟି ର ଲୋକ ମାନେ ବହୁତକମ୍ ପରିମାଣ ରେ ଦେଖିବା ପାଇଁ ମିଳିନ୍ତି ।

Obesity

ସେମିତି ରେ ଆମେ ମାନେ ଶାରୀରିକ ପରିଶ୍ରମ କମ୍ କରିବା ଯୋଗୁଁ ଆମ ମାନଙ୍କର ଫେଟ୍ ବୃଦ୍ଧି ହେବାରେ ଲାଗେ ଯେଉଁ କାରଣ ରୁ ପେଟ ରେ ଗ୍ୟାସ୍ , ଚର୍ଚି ବଢିବା , କବଜ ଆଦି ସମସ୍ୟା ଆମ ମାନଙ୍କୁ ଦେଖିବା ପାଇଁ ମିଳେ ଯଦି ଆପଣ ମାନଙ୍କର ଚର୍ବି ବଢୁଛି ତେବେ ଆପଣ ମାନଙ୍କୁ ଆମେ ଆଜି ଏକ ବହୁତ ଭଲ ଉପଚାର କହିବା ପାଇଁ ଚାହିଁବୁ ଜାହାର ସେବନ ଆପଣ ମାନେ କରିବେ ତେବେ ଆପଣ ମାନେ ଏହି ସବୁ ସମସ୍ୟା ରୁ ନିଶ୍ଚିତ ଭବେ ଦୂରେଇ ରହି ପାରିବେ ,

ଆପଣ ମାନେ ନିଜର ସଂମ୍ପର୍ଣ୍ଣ ସେଫ୍ କୁ ଫେରି ପାଇବେ ଏହି ପାଇଁ ଏକ ଗ୍ଲାସ୍ ଗରମ ପାଣି ରେ ଗୋଟିଏ ଲେମ୍ବୁ ରସ ମିଶାନ୍ତୁ । ଏବଂ ପରେ ଆପଣ ମାନେ ସେହି ଥିରେ ଗୋଟିଏ ଚାମଚ କଳାଲୁଣ ମିଶାନ୍ତୁ , ଏବଂ ଏହାକୁ ଆପଣ ମାନେ ସ୍ୱାଦ ଅନୁସାରେ ହିଁ ନିଅନ୍ତୁ ଏବଂ ପରେ ଆପଣ ମାନେ ଏହାକୁ ଏକ ଗ୍ଲାସ୍ ସକାଳେ ଏବଂ ଏକ ଗ୍ଲାସ୍ ସଂନ୍ଧ୍ୟା ରେ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କୁ ଏହି ପରି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଗାୟେବ୍ ହୋଇ ଯିବ ଏବଂ ଆପଣ ମାନଙ୍କର ଫେଟ୍ ପୁଣି ସେଫ୍ ସାଇଜ୍ କୁ ଆସି ଯିବ ।

lemon

ଆପଣ ମାନେ ଜାଣନ୍ତି ଆଜିର ସମୟ କେବଳ ଆମ ଦେଶ ନୁହେଁ ସାରା ଦୁନିଆଁ ରେ ଏହି ମୋଟା ପଣ ପାଇଁ ବହୁତ ରୋଗ ମଧ୍ୟ ହେଉଛି ଏବଂ ଏହା ପାଇଁ ଲୋକ ମାନେ ଅନେକ ପ୍ରକାରର ମେଡିସିନ୍ ଖାଇବାରେ ଲାଗିଛନ୍ତି , ଏବଂ ଅନେକ ଲୋକ ମାନେ ଜିମ୍ ରେ ଝାଳ ବୁହାନ୍ତି ହେଲେ ସେମାନଙ୍କୁ କୈଣସି ଫାଇଦା ମିଳେ ନାହିଁ ହେଲେ ଆମେ ଆଜି ଆପଣ ମାନଙ୍କୁ ଏମମିତି କିଛି ନୁସ୍ଖା ବେନଇ କରି ଦେଖେଇବୁ ଜାହା ଆପଣ ମାନଙ୍କର ଏହି ମୋଟା ପଣ କୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଦେବ ।

ତେବେ ଆସନ୍ତୁ ଜାଣି ନେବା ତେବେ ବନ୍ଧୁଗଣ ଏହା ପାଇଁ ଆପଣଙ୍କୁ ପ୍ରଥମେ ପିମ୍ପଳି ଆବଶ୍ୟକ ପଡିବ ଏହି ଥିରେ ଏମିତି କିଛି ତତ୍ୱ ରହିଛି ଜାହା ଆପଣ ମାନଙ୍କର ଚର୍ବି କୁ କମେଇବା ପାଇଁ ବହୁତ ଅଧିକ ଭଲ ସାବ୍ୟସ୍ତ ହୋଇ ଥାଏ ଏହା ଶରୀର ଆଳସ୍ୟ ଏବଂ ଆମର ଜାଇଜେଷ୍ଟିବ୍ ସିଷ୍ଟମ୍ କୁ ଭଲ ରଖେ ଏହାର ବ୍ୟବହାର ରେ ଆପଣ ମାନଙ୍କ କବଜ ଆଖି ସମନ୍ଧିତ ସମସ୍ୟା ଏବଂ ସ୍କିନ୍ ସମନ୍ଧିୟ ସମସ୍ୟା କୁ ଏହା ସଂମ୍ପର୍ଣ୍ଣ ଭାବେ ଦୂର କରେ ।

pipuli

ଆପଣ ମାନଙ୍କୁ ମହୁ ଆବଶ୍ୟକ ପଡିବ ପ୍ରଥମେ ଆପଣ ମାନେ 15 ଗ୍ରାମ୍ ପିମ୍ଫଳି ନିଅନ୍ତୁ ଏବଂ ପରେ ଏକ ଚାମଚ ମହୁ ରେ ଭଲ ଭାବେ ମିକ୍ସ କରନ୍ତୁ ଏହାକୁ ଆପଣ ମାନଙ୍କୁ ବାସୀ ମୁହଁ ରେ ବ୍ରସ୍ କରିବା ପୂର୍ବ ରୁ ଦୁଇରୁ ତିନି ଗ୍ଲାସ୍ ଉସମ ପାଣି ରେ ଏହାର ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ବଢିଥିବା ପେଟ ଏବଂ ଓଜନ ବହୁତ ଜଲ୍ଦି କମିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *