ଶୀତ ଦିନେ ଗୋଇଠି ଫାଠୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ । 100 ପ୍ରତିଶତ ଭଲ ହୋଇଯିବ ଗୋଡ ଫଟା

gj

ବର୍ତ୍ତମାନ ଶୀତ ଋତୁ ଆସି ଯାଇଛି ।ଏହି ଶୀତ ଋତୁ ରେ ଆମ ମାନଙ୍କ ପାଖରେ ଅନେକ ସମସ୍ୟା ଦେଖା ଦେଇଥାଏ , ଯେମିତିକି ଗୋଡ଼ ଫାଟିବା , ଓଠ ଫାଟିବା ଆଦି ସମସ୍ତଙ୍କ ପାଇଁ ଏକ ସାଧାରଣ ସମସ୍ୟା ଅଟେ । ଶୀତ ଋତୁ ଆସିବା କ୍ଷଣି ସମସ୍ତଙ୍କ ଗୋଡ ହାତ ଫାଟିବା ଆରମ୍ଭ ହୋଇ ଯାଏ । ତେବେ ଏହା ଏକ ସାଧାରଣ ସମସ୍ୟା ଅଟେ ଆଉ ଏହି ସମସ୍ୟା ସମସ୍ତଙ୍କ ର ହୋଇଥାଏ । ଅନେକ ଲୋକ ଙ୍କ ଗୋଡ଼ ବହୁତ୍ ପରିମାଣ ରେ ଫାଟି ଥାଏ ଯାହା ଯୋଗୁ ସେ ଅନେକ ସମସ୍ୟାର ସମୁଖୀନ କରି ଥାଆନ୍ତି। ବେଳେ ବେଳେ କିଛି ଲୋକଙ୍କ ଗୋଡ ଏତେ ଫାଟି ଯାଏ ଯେ ସେମାନେ ଠିକ ସେ ଚାଲି ପାରନ୍ତିନି । ତେବେ ଆଜି ଆମେ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ଯାହା ଦ୍ଵାରା ଆପଣ ଙ୍କ ଗୋଡ଼ ଫଟା ସମସ୍ୟା ସବୁଦିନ ପାଇଁ ଦୁର ହୋଇଯିବ । ଏହି ଉପାୟ ସମ୍ପୁର୍ଣ୍ଣ ରୁପେ ଘରୋଇ ଉପାଚାର ଅଟେ । ତେବେ ଆସନ୍ତୁ ଜାଣିବା ।potatoes

ଏହି ଉପଚାର ଟି ଅତି ସହଜ ଓ ସରଳ ଉପାୟ ଅଟେ। ଏହା ସମ୍ପୂର୍ଣ ପ୍ରାକୃତିକ ଉପାୟ ଓ ଏଥିରେ ବ୍ୟବହାର ହେଉ ଥିବା ସାମଗ୍ରୀ ଆପଣ ଙ୍କୁ ଅତି ସହଜ ରେ ଆପଣ ଙ୍କ ରୋଷେଇ ଘରେ ମିଳିଯିବ । ତେବେ ଏହା କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆଳୁ ଆବଶ୍ୟକ । ଗୋଟିଏ ମିଡିଆମ୍ ସାଇଜ ର ଆଳୁ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଏହାକୁ କଟର ସାହାର୍ଯ୍ୟ ରେ କାଟି ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏହା ପରେ ଏକ ସଫା ପାତ୍ର ରେ ଏହାର ରସ ବାହାର କରି ଦିଅନ୍ତୁ। ଏହା ପରେ ଏକ ଲେମ୍ବୁ ନିଅନ୍ତୁ ଏହାକୁ ଦୁଇ ଫାଳ କରି ଗୋଟିଏ ଲେମ୍ବୁ ର ରସ କୁ ସେହି ଆଳୁ ରସ ରେ ଚିପୁଡ଼ି ମିଶାଇ ଦିଅନ୍ତୁ ।

ଏହାକୁ କିଛି ସମୟ ପାଇଁ ଗୋଳାନ୍ତୁ । ଏହା ପରେ ଏଥିରେ ଆପଣ ଏକ ଚାମଚ୍ ର  ଦାନ୍ତ ଘଷା ପେଷ୍ଟ ଯେଉଁ ବି ପେଷ୍ଟ ହେଲେ ଚଳିବ । ଏଥିରେ ଆପଣ ଏହି ଏକ ଚାମଚ୍ ପେଷ୍ଟ କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହା ପରେ ଏଥିରେ ଆପଣ ଏକ ଚାମଚ୍ ଲୁଣ ମିଶାଇ ଦିଅନ୍ତୁ । ଲୁଣ ମିଶାଇ ଏହି ମିଶ୍ରଣ କୁ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ ଯେମିତି ଏହି ସବୁ ସାମଗ୍ରୀ ର ଉପକାରୀ ତତ୍ତ୍ଵ ଭଲ ଭାବରେ ମିଶି ଯିବ ।lemon

ଏହା ପରେ ଏହାକୁ ଆପଣ ଙ୍କ ର ଗୋଡ଼ ଯେଉଁଠି ଫାଟି ଅଛି ସେହି ସ୍ଥାନ ରେ ହାଲୁକା ଭାବରେ ଲେମ୍ବୁ ଚୋପା ସାହାର୍ଯ୍ୟ ରେ ହାଲୁକା ଭାବରେ ଘସନ୍ତୁ । ଏହାକୁ ଲଗାଇ ସାରିବା ପରେ କିଛି ସମୟ ଛାଡ଼ି ଦିଅନ୍ତୁ । ଏହା ପରେ ଗୋଡ଼ କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଏହା ଏକ ପ୍ରାକୃତିକ ଉପାୟ ଅଟେ ।।ଏହାକୁ ପ୍ରତିଦିନ ଲଗାଇବା ଦ୍ଵାରା ଆପଣ ଙ୍କ ଗୋଡ଼ ଫଟା ସମସ୍ୟା ଭଲ ହୋଇ ଥାଏ । ଏହା ଏକ ଘରୋଇ ଉପଚାର ତେଣୁ ଏଥିରୁ କିଛି ବି ସାଇଡ ଇଫେକ୍ଟ ନାହିଁ ।paste

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *