ତ୍ରିରଙ୍ଗା ପତାକାରେ ସମୁଦାୟ କେତେ ରଙ୍ଗ ଦେଖିବାକୁ ମିଳେ।

ଆଜି ଆମେ ଆପଣଙ୍କ ପାଖରେ ଆମ ଭାରତୀୟ ଜାତୀୟ ପତାକାର ଏକ ବିଶେଷତା କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ ଆମ ଜାତୀୟ ପତାକାରେ ସମୁଦାୟ କେତେ ରଙ୍ଗ ଥାଏ। ତେବେ ଆପଣଙ୍କୁ ଆମେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ ଜଣାଉଛୁ ଆଉ ତାହା ଦ୍ୱାରା ଆମେ ଆରମ୍ଭ କରୁଛୁ ଏହି ବିଷୟ ବାବଦରେ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ବିଷୟରେ।

Tricolor flag

ତେବେ ଆପଣ ଯେପରିକି ଜାଣନ୍ତି କୁ ଆମେ ଏହି ପ୍ରଶ୍ନ ପଚାରିଥିଲୁ କି ଆମ ଜାତୀୟ ପତାକାରେ କେତେ ରଙ୍ଗ ଅଛି। ଏହା ଉପରେ ଆମେ ଏକ ଭୋଟିଂ ପୋଲ ରଖିଥିଲୁ ଆଉ ତାହା ଭିତରେ ପ୍ରାୟ ୨୩୦ ଜଣ ଲୋକ ଭୋଟ ଦେଇଥିଲେ। ଆପଣ ଯେପରିକି ଦେଖୁଛନ୍ତି କି ପ୍ରାୟ ୮୦% ରୁ ଅଧିକ ଲୋକ ଅପ୍ସନ ଏ ଅର୍ଥାତ ତିନିଟି ରଙ୍ଗ ଅଛି ବୋଲି ବାଛିଛନ୍ତି। ଆପଣ ଏବେ ଏହା ଭାବୁଥିବେ କି ଏଥିରେ ଭୁଲ କଣ ଅଛି? ଆମ ଜାତୀୟ ପତାକାରେ ତିନିଟି ହିଁ ରଙ୍ଗ ଅଛି। ତେବେ ଏହି ଭୋଟିଂ ପୋଲରେ ଭୁଲ କଣ ଦେଖିବାକୁ ମିଳିଲା?

ଆପଣଙ୍କ ପାଖରେ ଆମେ କହି ରଖୁଛୁ କି ଆମ ଜାତୀୟ ପତାକାର ନାମ ତ୍ରିରଙ୍ଗା ମାତ୍ର ଏଥିରେ ତିନିଟି ରଙ୍ଗ ନାହିଁ। ଯିଏ ବି ଆପଣଙ୍କୁ କହିବ କି ଜାତୀୟ ପତାକାରେ ତିନିଟି ରଙ୍ଗ ତାହେଲେ ତାହା ସମ୍ପୂର୍ଣ ରୂପେ ଭୁଲ ଅଟେ। ଏଥିରେ ତିନିଟି ପ୍ରାଥମିକ ରଙ୍ଗ ଅଛି। ଏହା ଭିତରୁ ସବୁଠୁ ଉପର ରଙ୍ଗ ହେଉଛି ନାରଙ୍ଗୀ। ତାହା ମଝି ରଙ୍ଗ ହେଉଛି ଧଳା ଆଉ ସବୁଠୁ ତଳ ଭାଗର ରଙ୍ଗ ହେଉଛି ସବୁଜ। ଏହି ସବୁ ରଙ୍ଗ ମାନଙ୍କର ନିଜସ୍ୱ ମହତ୍ତ୍ୱ ରହିଛି। ତେବେ ଏହା ସହିତ ଆପଣଙ୍କୁ ଧଳା ରଙ୍ଗ ମଝିରେ ଏକ ଅଶୋକ ଚକ୍ର ଦେଖିବାକୁ ମିଳେ ଯାହାର ରଙ୍ଗ ହେଉଛି ବାଇଗଣୀ ରଙ୍ଗ।

flag

ଏବେ ଆପଣ ଭାବୁଥିବେ କି ଯଦି ଆମ ପତାକାରେ ତିନୋଟି ରଙ୍ଗ ନାହିଁ ତାହେଲେ ଏହାର ନାମ ତ୍ରିରଙ୍ଗା କାହିଁକି ହେଇଛି। ତେବେ ଆପଣଙ୍କୁ ଆମେ କହି ରଖୁଛୁ କି ଆମ ଜାତୀୟ ପତାକା ମଝିରେ ଥିବା ଅଶୋକ ଚକ୍ର ଏକ ଚିହ୍ନ ଅଟେ। ଏହା ଆମ ପ୍ରଗତିର ପ୍ରତୀକ ଅଟେ। ତେଣୁ ଏହାର ବାଇଗଣୀ ରଙ୍ଗକୁ ଆମ ଜାତୀୟ ପତାକାର ପ୍ରମୁଖ ରଙ୍ଗ ମାନଙ୍କ ଭିତରେ ଗଣା ଯାଏ ନାହିଁ। ଏବଂ ଏହାର ରଙ୍ଗ ବାଇଗଣୀ ହି ଥାଏ।

ଆପଣଙ୍କୁ ଜାଣିବା ଦରକାର କି ଏହି ସବୁ ପ୍ରମୁଖ ରଙ୍ଗ ମାନଙ୍କର ନିଜସ୍ୱ ମହତ୍ତ୍ୱ ରହିଛି। ଏମାନେ ସବୁ ରଙ୍ଗ କେହି ନା କେହି ଚିହ୍ନ ମାନଙ୍କୁ ଚିତ୍ରିତ କରନ୍ତି। ସେହିପରି ଆଶୋକ ଚକ୍ର ବି ଆମର ଦେଶର ପ୍ରତୀକକୁ ଚିତ୍ରିତ କରେ। ତେବେ ଆମ ଜାତୟ ପତାକାରେ ସମୁଦାୟ ଚାରିଟି ରଙ୍ଗ ଅଛି।

Leave a Reply

Your email address will not be published. Required fields are marked *