ପତଳା ରୁ କେମିତି ମୋଟା ହେବେ ଘରୋଇ ଉପଚାର।

Fat

ପତଳା ରୁ କେମିତି ମୋଟା ହେବେ ଘରୋଇ ଉପଚାର। ଓଜନ ବଢିବାର କେତେକ କାରଣ ହୋଇପାରେ । ଏମିତି କେବଳ କଦଳୀ ଖାଇବା ଦ୍ଵାରା ହୋଇନଥାଏ । କେତେ ଥର ମୋଟାପଣ କାରଣରୁ ଅନୁବାଂଶିକ ବି ହୋଇପାରେ । କିଛି ମାମଲାରେ ଏହା ଜୀବନଶୈଳୀର କାରଣ ବି ହୋଇଥାଏ । କଦଳୀ ଖାଇବା ଦ୍ଵାରା ଆପଣଙ୍କ ଜୀବନକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଭଲ କରିପାରେ ।

ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବାର ଆବଶ୍ୟକତା ଅଛି । କଦଳୀ ଖାଇବା ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ବହୁତ ଲୋକଙ୍କୁ ଲାଗିଥାଏ କି କଦଳୀ ଖାଇବା ଦ୍ଵାରା ସେମାନେ ମୋଟା ହୋଇଯାନ୍ତି । କିନ୍ତୁ କଦଳୀ ଖାଇବାର ଉପକାରିତା କେତେ ତାହା ଜାଣି ବିଶ୍ଵାସ କରିପାରିବେ ନାହିଁ ।ଆମ ଶରୀରକୁ ଅଧିକ ମାତ୍ରାରେ ଭିଟାମିନ ବି ସି ର ଜରୁରତ ହୋଇଥାଏ ।

bananas

ଯେମିତି କି ହିମୋଗ୍ଲୋବିନ ଏବଂ ଇଂସୁଲିନର ନିର୍ମାଣ ହେଇପାରେ । କଦଳୀରେ ପୋଷକ ତତ୍ଵ ଥିବାରୁ ଶରୀରର ଏହି ଆବଶ୍ୟକତା ପୂର୍ଣ ହୋଇଥାଏ ।ଯଦି ଆପଣ ଶରୀରକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ତାହେଲେ ସକାଳେ ୨ଟି କଦଳୀ ଖାଇ ଉଷୁମ କ୍ଷୀର ପିଅନ୍ତୁ । ପ୍ରତିଦିନ କଦଳୀ ଖାଉଥିବା ବ୍ୟକ୍ତି ସବୁବେଳେ ସୁସ୍ଥ ରହିଥାଏ ।

ପତଳା ଲୋକ କଦଳୀ ଖାଇବା ଅଧିକ ଲାଭଦାୟକ ହୋଇଥାଏ ଯଦି ପ୍ରତିଦିନ ଖାଇବା ପରେ ୨ଟି କଦଳୀ ଖିଆଯାଏ ତାହେଲେ ଏହା ଖାଦ୍ୟକୁ ଭଲଭାବରେ ହଜମ କରିବାରେ ଆପଣଙ୍କର ସାହାଯ୍ୟ କରିଥାଏ ଏବଂ ବଳ ବି ବଢାଇ ଥାଏ । ଏହାଦ୍ବାରା ପାଚକ ଶକ୍ତି ମଝବୁତ ହୋଇଥାଏ ।ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଘିଅ ,ଏକ ଚୁଟକି ପେସାଯାଇଥିବା ଅଳେଇଚ ମିଶାନ୍ତୁ । ଏହାପରେ ଏକ ଏକ ଖଣ୍ଡ କଦଳୀ ଖାଆନ୍ତୁ ଏବଂ ତାହା ସହିତ ଏକ ଏକ ଢୋକ କ୍ଷୀର ପିଅନ୍ତୁ ।

milk

ଏହି ପରି ପ୍ରତିଦିନ ୨ଟି କଦଳୀ ଖାଇବା ଦ୍ଵାରା ଶରୀର ମୋଟା ହୋଇଥାଏ । ଯଦି ଆପଣ ଶରୀରକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ତାହେଲେ ସକାଳେ ୨ଟି କଦଳୀ ଖାଇ ଉଷୁମ କ୍ଷୀର ପିଅନ୍ତୁ । ପ୍ରତିଦିନ କଦଳୀ ଖାଉଥିବା ବ୍ୟକ୍ତି ସବୁବେଳେ ସୁସ୍ଥ ରହିଥାଏ । ପତଳା ଲୋକ କଦଳୀ ଖାଇବା ଅଧିକ ଲାଭଦାୟକ ହୋଇଥାଏ ।ଯଦି ପ୍ରତିଦିନ ଖାଇବା ପରେ ୨ଟି କଦଳୀ ଖିଆଯାଏ ତାହେଲେ ଏହା ଖାଦ୍ୟକୁ ଭଲଭାବରେ ହଜମ କରିବାରେ ଆପଣଙ୍କର ସାହାଯ୍ୟ କରିଥାଏ ଏବଂ ବଳ ବି ବଢାଇ ଥାଏ । ଏହାଦ୍ବାରା ପାଚକ ଶକ୍ତି ମଝବୁତ ହୋଇଥାଏ ।

ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଘିଅ ,ଏକ ଚୁଟକି ପେସାଯାଇଥିବା ଅଳେଇଚ ମିଶାନ୍ତୁ । ଏହାପରେ ଏକ ଏକ ଖଣ୍ଡ କଦଳୀ ଖାଆନ୍ତୁ ଏବଂ ତାହା ସହିତ ଏକ ଏକ ଢୋକ କ୍ଷୀର ପିଅନ୍ତୁ । ଏହି ପରି ପ୍ରତିଦିନ ୨ଟି କଦଳୀ ଖାଇବା ଦ୍ଵାରା ଶରୀର ମୋଟା ହୋଇଥାଏ ।

Leave a Reply

Your email address will not be published. Required fields are marked *