ଏହିଁ ୫ଟି ସଂକେତରୁ ଜାଣ ଝିଅ ତୁମକୁ ପସନ୍ଦ କରୁଛି କିନ୍ତୁ ଭଲ ପାଏନି ।

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାହାକୁ ଭଲ ପାଇବା ଏବଂ କାହାକୁ ପସନ୍ଦ କରିବା ଦୁଇଟି ଅଲଗା କଥା ଏମିତି ବେଳେ ବେଳେ ଆପଣ କୋନଫ୍ୟୁଜନ ହୋଇ ଜାଇ ଥାନ୍ତି ଏବଂ ଭାବନ୍ତି କି ବୋଧ ହୁଏ ସାମ୍ନା ବାଲା ଆପଣଙ୍କୁ ଭଲ ପାଉଛି । ହେଲେ ଏଠାରେ ଝିଅ ଆପଣ ମାନଙ୍କୁ ବହୁତ ଅଲଗା ପ୍ରକାରର ମିଳିବେ ଯିଏ ଆପଣ ମାନଙ୍କୁ ପସନ୍ଦ କରନ୍ତି ହେଲେ ପ୍ରେମ କରନ୍ତି ନାହିଁ । ଏମିତି ବେଳେ ଆପଣ ମାନଙ୍କୁ କିଛି ସଂଙ୍କେତ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ଦ୍ୱାରା ଆପଣ ମାନେ ଜାଣି ପାରିବେ କି ସାମ୍ନା ବାଲା ଆପଣଙ୍କୁ ପସନ୍ଦ କରୁଛି ନା ଆପଣଙ୍କୁ ପ୍ରେମ କରୁଛି ।

loves

ପ୍ରଥମେ ହେଲା ସେହି ପରି ଲୋକ ମାନେ ଆପଣଙ୍କ ସହିତ କଥା ହୁଅନ୍ତି ହେଲେ ଇମସ୍ନାଲୀ କନେକ୍ଟେଡ୍ ନ ଥାନ୍ତି । ଆପଣ ଦୁଖୀଃ ହେଲେ ସେ ଆପଣ ଙ୍କୁ ବୁଝାଏ ହେଲେ ଆପଣ ଙ୍କ ସସହିତ ଇମୋସନାଲୀ ମିଶେ ନାହିଁ । ସେମିତି ରେ ଆପଣ ମାନଙ୍କ ସହିତ ଏମିତି ହେଉଛି ତେବେ ଏହାର ଅର୍ଥ ପ୍ରେମ ନୁହେଁ ।

ସେହି ପରି ଦୁଇ ନମ୍ବର ରେ ହେଲା ଆପଣ ତାଙ୍କୁ ଭଲ ପାଆନ୍ତି ସେହିଥି ପାଇଁ ଆପଣ ମାନେ ସବୁ ସମୟ ରେ ଆପଣଙ୍କ ପଟରୁ ସବୁୂ ବେଳେ ତାଙ୍କୁ ନିଜର ମନ କଥା କୁ କହିବା ପାଇଁ ଚାହାଁନ୍ତି ହେଲେ ସେ ନିଜ ପଟୁ କିଛି କିଛି ବି ସେମିତି ଫିଲ୍ କରେ ନାହିଁ ବା ଆପଣଙ୍କ ଅନୁପସ୍ଥିତି ରେ ତାକୁ କଷ୍ଟ ହୁଏ ନାହିଁ ।

ହେଲେ ଏଠାରେ ଭଲ ପାଇବା ନାହିଁ । ଏମିତି ରେ ଭଲ ପାଇବା ଥିଲେ ସାମ୍ନା ବାଲା ତା ଭଲ ପାଇବା କୁ କେମିତି ଏକ୍ସପ୍ରେସ୍ କରିବ ସେହି ବିଷୟ ରେ ସବୁ ବେଳେ ଭାବେ । ହେଲେ ଏମିତି କିଛି ନାହିଁ ତ ତେବେ ସେ କେବଳ ତୁମକୁ ପସନ୍ଦ କରୁଛି ।

loveeeea

ସେହି ପରି ତିନ ନମ୍ବର ରେ ଆଖି ମିଳେଇବା ପାଇଁ ନ ଦେବା ଆପଣ ତା ଅଜାଣନ୍ତ ତାଙ୍କୁ ବାରମ୍ବାର ଦେଖନ୍ତି । ହେଲେ ସାମ୍ନା ବାଲା ତା ଅଜାଣନ୍ତ ରେ ହେଉ ବା ଜାଣନ୍ତ ରେ ହେଉ ସେମିତି କିଛି ଇସାରା ଦେଉ ନ ଥିଲେ ସେ ଆପଣଙ୍କୁ ଭଳ ପାଏ ନାହିଁ ବରଂ ସେ ଆପଣଙ୍କୁ କେବଳ ପସନ୍ଦ କରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *