ଆଜି ଓ କାଲି ୨ଦିନ ପ୍ରବଳ ବର୍ଷା ହେବ | ଏହି ଜିଲ୍ଲାକୁ ରହିଛି ବିପଦ

rains

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଏବେ ଲାଗି ରହିଛି ଲଘୁଚାପ ଏହାର ପ୍ରଭାବ ରେ ଆଜି ଏବଂ ଆସନ୍ତା କାଲି ପ୍ରବଳ ରୁ ପ୍ରବଳ ମାତ୍ରା ରେ ବର୍ଷା ହେବ । ଏହି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ୟୋଲ ଆର୍ଲଟ୍ ଜାରି ହୋଇଛି । ଏହା ସହିତ ଆଜି ପାଇଁ 8 ଟି ଜିଲ୍ଲା କୁ ଅରେଞ୍ ଆଲର୍ଟ ଜାରି ହୋଇଛି ।

ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଜିଲ୍ଲା ଗୁଡିକ କଣ ରହିଛି । କଣ ରହିଛି ପାଣି ପାଗ ବିଭାଗ ର ସଂମ୍ପର୍ଣ୍ଣ ସୂଚନା । ବନ୍ଧୁଗଣ ପୂର୍ବ କେନ୍ଦ୍ରିୟ ଏବଂ ଉତ୍ତର ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା 12 ଘଣ୍ଟା ରେ ଅବପାତ ରେ ପରିଣତ ହେବ ବୋଲି ସୂଚନା ରହିଛି । ଏହା ଆସନ୍ତା 48 ଘଣ୍ଟା ରେ ଉତ୍ତର ପଶ୍ଚିମ ଦିଗ ରେ ଗତି ଉତ୍ତର ପଶ୍ଚମ ବଙ୍ଗୋପ ସାଗରେ ଅବପାତ ହେବ ।

rain

ଏହାର ପ୍ରଭବ ରେ ଆଜି 14 ତାରିଖ ଏବଂ 15 ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ରହିଛି । ଏହି ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ପ୍ରଦାନ କରାଜାଇଛି । ଠିକ୍ ସେହି ପରି ଆଜି 14 ତାରିଖ ରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଜିଲ୍ଲା ମାନଙ୍କ ମଧ୍ୟରେ ପୁରୀ , ଜଗତସିହଂ ପୁର , ଖୋର୍ଦ୍ଧା , କୋନ୍ଦ୍ରାପଡା ,ଢେଙ୍କାନାଳ , ଓ ନୟାଗଡ ରହିଛି ।

ତେବେ ଏହି ସବୁ ଜିଲ୍ଲା କୁ ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷ୍ୟ ରୁ ରେଡ୍ ୱାର୍ଣ୍ଣଂ ଜାରି ହୋଇଛି । ସେହି ପରି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲା କୁ ଅରେଞ୍ ୱାର୍ଣ୍ଣିଂ ଜାରି ହୋଇଛି ତେବେ ସେହି ସବୁ ଜିଲ୍ଲା ହେଲେ ପୁରୀ , ଖୋର୍ଦ୍ଧା , ଜଗତସିହଂ ପୁର , କେନ୍ଦ୍ରାପଡା , ଢେଙ୍କାନାଳ , ଜାଜପୁର , ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଂକା ରହିଛି । ଏହା ସହିତ ଗଞାମ୍ , ବାଲେଶ୍ୱର , ଭଦ୍ରକ ରେ ବି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

heavy rain

କାଲି ଅର୍ଥାତ୍ 15 ତାରିଖ ରେ ବରଗଡ୍ , ଝାଡସୁଗୁଡା , କେଉଁଝର , ସମ୍ବଲପୁର , ସୁନ୍ଦରଗଡ , ବରଗଡ , ବଲାଙ୍ଗିର , ଓ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *