ବିଶ୍ୱକର୍ମା ପୁଜାଠାରୁ ବଦଳିଯିବ ଏହି 3ଟି ରାଶିଙ୍କ ଭାଗ୍ୟ ।

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା , ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି ।

ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

RASIIA

ତେବେ ଏହି ବର୍ଷ ବିଶ୍ୱକର୍ମା ପୁଜା ସେପ୍ଟେମ୍ୱର 17 ତାରିଖରେ ପଡୁଛି , ତେବେ ବଡ ବଡ ଜୋତିଷଙ୍କ ମତରେ ଏହି ବର୍ଷ ବିଶ୍ୱକର୍ମା ପୁଜା ଠାରୁ ହଠାତ ବଦଳିବାକୁ ଲାଗିବ 3 ଟି ରାଶିଙ୍କ ଭାଗ୍ୟ , ଏହି ଦିନଠାରୁ ଆଗାମୀ 3 ମାସ ପର୍ଯ୍ୟନ୍ତ ଏହି 3 ଟି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ପରିଲିଖିତ ହେବା ସହ ଜୀବନରେ ଅନେକ ଗୁଡିକ ଭଲ ଖବର ମିଳିବ ।

ବହୁତ ଦିନରୁ ଅଟକି ଜାଇଥିବା କାମ ଏହି ଦିନରେ ପୁରଣ ହେବାକୁ ଜାୁଛି । ବିଦ୍ୟାର୍ଥୀ ମାନଙ୍କୁ ଅନେକ ଦିଗରୁ ଭଲ ଖବର ମିଳିବା ସହିତ କୌଣସି ଏକ ବଡ ପରୀକ୍ଷାରେ ସଫଳତା ମିଳିବ । ଚାକିରୀ ଆଶାୟୀ ଲୋକଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଅଛି । ତେବେ ଏହା ସହିତ ବ୍ୟବସାୟରେ ଏହି ରାଶିର ଲୋକହ୍କର ଜୀବନ ସ୍ୱଛଳ ରହିଥିବାର ଜଣା ପଡୁଛି ।

rasii

ଆମେ ଯେଉଁ 3 ଟି ରାଶି ବି,ୟରେ ଏଠାରେ ଅଲୋଚନା କରୁଛେ ସେହି 3 ଟି ରାଶି ହେଉଛି ବୃଷ , ସିଂହ ଓ କନ୍ୟା ରାଶି । ଯଦି ଆପଣଙ୍କର ବି ଏହି 3 ଟି ରାଶି ମଧ୍ୟରୁ କୌଣସି ରାଶି ହୋଇଥାଏ , ତେବେ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆପଣ ନିଜ ରାଶି ଜାତକ , ଭାଗ୍ୟ ଭବିଷ୍ୟ ବିଷୟରେ ସୁଚନା ନିଜ ମୋବାଇଲରେ ପଢିବାକୁ ଚାହାଁନ୍ତି , ତେବେ ଗୋଟିଏ ଲାଇକ କରିବା ସହିତ ଉପରେ ଫଲୋ କରନ୍ତୁ ଉପରେ ଫଲୋ କଲେ ହିଁ ଆପଣ ଏହି ସବୁ ସୁଚନା ନିଜ ମୋବାଇଲରେ ଅତି ସହଜରେ ପଢି ପାରିବେ ।

Leave a Reply

Your email address will not be published. Required fields are marked *