କୁମାର ପୁର୍ଣ୍ଣିମା 20 ଅକ୍ଟୋବର – ଏହି 5 ଟି ରାଶି ହେବେ କୋଟିପତି

kum

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏ ବର୍ଷ କୁମାର ପୂର୍ଣ୍ଣିମା ପରେ ଦିର୍ଘ ଶହେ ବର୍ଷ ପରେ ମହା ଲକ୍ଷ୍ମୀ ଯୋଗ ଏହି 5ଟି ରାଶିର ବ୍ୟକ୍ତି ହେବେ ମାଲା ମାଲ । ବନ୍ଧୁଗଣ ଯୋତିଶ୍ର ଶାସ୍ତ୍ର ଅନୁସାରେ ଦିର୍ଘ ଶହେ ବର୍ଷ ପରେ କୁମାର ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କର ମୋହାଯୋଗ ହେବାକୁ ଯାଉଅଛି । ଯାହା ଫଳରେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କର ସ୍ଥାନ ପରିବର୍ତନ ହେବାକୁ ଯାଉଛି । ସେଥିପାଇଁ କିଛି ରାଶି ମାନଙ୍କ ଭାଗ୍ୟରେ ବହୁତ ଶୁଭ ହେବାକୁ ଯାଉଛି , ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ବହୁତ କିଛି ପରିବର୍ତନ ଆସିବ । ଆଜି ଆମେ ଜାଣିବା କୁମାର ପୂର୍ଣ୍ଣିମା ପରଠାରୁ କଣ ସେହି ରାଶି ଗୁଡିକ ଯେଉଁମାନେ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ଯାହାକି ସବୁଠାରୁ ଅଧିକ ଲାଭକାରି ସାବ୍ୟସ୍ତ ହେବେ ।

ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ  : 

ମେଷ ରାଶି;- ଏହି ପୁର୍ଣ୍ଣିମା ପରେ ଏହି ମାସରେ ଧନ ସମ୍ବନ୍ଧିତ କୌଣସି କାର୍ଯ୍ୟ ସଫଳ ହେବାକୁ ଯାଉଅଛି । ଜମି ସମ୍ବନ୍ଧିତ ମାମଲାରୁ ମୁକ୍ତି ପାଇବେ । ଅନ୍ୟ କ୍ଷେତ୍ର ରୁ ଆୟ ବଢିବ । ଆପଣଙ୍କୁ ଏହି ସମୟ ଲାଭ ଦାୟକ ସାବ୍ୟସ୍ଥ ହେବ । ଆପଣ ଏହି ଅକ୍ଟୋବର ମାସରେ ମାଲାମାଲ ବନିବାକୁ ଯାଉଛନ୍ତି  ।

କର୍କଟ ରାଶି;- ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କୁ ଧନରୁ ମାଲାମାଲ ହେବା ଠାରୁ କେହି ଅଟକାଇ ରଖି ପାରିବେ ନାହିଁ । ମାତା ଲକ୍ଷ୍ମୀ ଙ୍କ ପାଦ ଆପଣଙ୍କ ଘରେ ପଡିବାକୁ ଯାଉଅଛି । ଏହା ଫଳରେ ଆପଣଙ୍କ ଭାଗ୍ୟ ବହୁତ ତେଜ ରେ ଚମକିବାକୁ ଯାଉଅଛି । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ ।

ବୃଷ ରାଶି;- ଚାକିରି କ୍ଷେତ୍ରରେ ସଫଳ ହେବେ । ସମାଜରେ ମାନ ସନ୍ନମାନ ବୃଦ୍ଧି ହେବ । ଆପଣଙ୍କର ଗୃହ ନିର୍ମିତ କାର୍ଯ୍ୟ ଅଟକି ରହିଥିଲେ ତାହା ପୁନର୍ବାର ଆରମ୍ଭ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ପାରିବାରିକ ଜୀବନରେ କିଛି ସମସ୍ୟା ରହୁଅଛି । ମହିଳା ମାନେ କୌଣସି ଶୁଭ ସମ୍ବାଦ ପାଇ ଖୁସି ହେବେ । ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗୀତା ରେ ସଫଳତା ହାସଲ କରିବେ । ଆପଣ ହନୁମାନ ଚାଳିଶା ପାଠ କରନ୍ତୁ ।

ସିଂହ – ଏହି କୁମାର ପୁର୍ଣ୍ଣିମା ପରେ ପରେ ସିଂହ ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଜାଉଛି । ଏହି ସଂଯୋଗରୁ ସିଂହ ରାଶିର ଲୋକଙ୍କ ଉପରେ ଅତିଫଳଦାୟୀ ରହିବ , ଆପଣଙ୍କ ଭାଗ୍ୟ ପୁରା ସାଥ୍ ମିଳିବ , ଓ ତାହା ସହ ଆପଣଙ୍କ କୂଣ୍ତଳିରେ ଧନପ୍ରାପ୍ତିର ଯୋଗ ରହୁଛି , ପ୍ରେମ ସଂବନ୍ଧରେ ଦୁରତା କମ୍ ହେବ , ତାହା ସହ ଆପଣଙ୍କ ବେପାର କ୍ଷେତ୍ରରେ ଫାଇଦାମିଳିବ,  ମହାଦେବଙ୍କ କୃପାରୁ ଧନ ସଂବନ୍ଧିତ ସବୁ ଅସୁବିଧା ଦୂର ହୋଇଯିବ , ଓ ତାହା ସହ କରଜରୁ ମୁକ୍ତି ମିଳିବ ।

maa-la

କର୍କଟ – ଆସନ୍ତା କାଲିଠୁ ମଧ୍ୟ କର୍କଟ ରାଶିର ଭାଗ୍ୟ ବଦଳିବାକୁ ଜାଉଛି ।ଏହି ରାଶିର ଲୋକଙ୍କୁ ପୁରୁଣା ସ୍ୱପ୍ନ ଆଗାମୀ ମାସର ପ୍ରଥମ ସପ୍ତାହରେ ସତ ହୋଇଯିବ , ଯଦି ଆପଣ ଗତ କିଛି ବର୍ଷ ହେଲା କେଉଁ ଖାସ୍ କାମ କରିବାକୁ ଭାବୁଛନ୍ତି ତେବେ ଆଗାମୀ ମାସର ପ୍ରଥମ ସପ୍ତାହରେ ଏହାକୁ ନିଶ୍ଚିତ କରିନିଅନ୍ତୁ , ଆପଣଙ୍କ କାମ ସହଜରେ ହୋଇଯିବ , ଏହା ସହ କର୍କଟ ରାଶିର ଲୋକଙ୍କୁ ଧନ ଲାଭ ହେବାର ଯୋଗ ହେଉଛି, ଏହି ସପ୍ତାହରେ ଆପଣଙ୍କୁ କେଉଁଠୁ ଅଚାନକ ଧନର ପ୍ରାପ୍ତି ହୋଇପାରେ , ଏହିକଥାର ଚ୍ୟାନ୍ସ ବଢାଇବାପାଇଁ ଲକ୍ଷ୍ମୀଜୀଙ୍କ ଆରତୀ ନିଶ୍ଚିତ କରନ୍ତୁ ।

ଯଦି ଆପଣ ନିଜ ରାଶି , ଜାତକ , ଭାଗ୍ୟ ଭବିଷ୍ୟ ବିଷୟରେ ସୁଚନା ନିଜ ମୋବାଇଲରେ ପଢିବାକୁ ଚାହାଁନ୍ତି ତେବେ ଗୋଟିଏ ଲାଇକ ନିଶ୍ଚୟ କରିବା ସହିତ ଉପରେ ଫଲୋ କଲେ ତାହା ପଢି ପାରିବେ ।

Leave a Reply

Your email address will not be published. Required fields are marked *