ଏହି ଗୋଟେ କାରଣ ପାଇଁ ପାକିସ୍ତାନ ଠାରୁ ହାରିଲା ଭାରତ, ଦେଖନ୍ତୁ କାରଣ

t 20

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ T20 ବିଶ୍ୱକପ୍ ପ୍ରଥମ ମ୍ୟଚ୍ ରେ ହାରିଲା ଭାରତ 10 ୱିକେଟ୍ ରେ ଜିତିଲା ପାକିସ୍ତାନ । ତେବେ ପାକିସ୍ତାନ ବିପକ୍ଷ୍ୟ ରେ T20 ବିଶ୍ୱକପ୍ ପୂର୍ବରୁ 5 ଥର ବିଜୟ ହାସଲ କରିଥିବା ବେଳେ ପ୍ରଥମ ଥର ପାଇଁ ରବିବାର ଦିନ ପରାସ୍ତ ହୋଇଛି ଭାରତ । ଭାରତ କୁ ପାକିସ୍ତାନ 10 ୱିକେଟ ରେ ପରାସ୍ତ କରିଛି 152 ରନ୍ ର ବଜୟ ଲକ୍ଷ୍ୟ କୁ ପାକିସ୍ତାନ 17 ଓଭର ରେ ଏବଂ ନିଜର କୈଣସି ୱିକେଟ ନହରେଇ ହାସଲ କରିଥିବାର ଦେଖିବା ପାଇଁ ମିଳିଛି ।

T20

ଦୁବାଇ ଅନ୍ତର୍ଜାତିୟ କ୍ରିକେଟ ଷ୍ଟାଡିୟମ୍ ରେ ଖେଳାଜାଇଥିବା ଏହି ହାଇ ଭୋଲ୍ଟାଜ୍ ମ୍ୟଚ୍ ରେ ପାକିସ୍ତାନ ଟସ୍ ଜତିବା ପରେ ବୋଲିଂ କରିବାକୁ ନିସ୍ପତି ନେଇଥିବା ବେଳେ ଭାରତ ନିର୍ଦ୍ଧାରିତ 20 ଓଭର ରେ 7 ଟି ୱିକେଟ ହରେଇ 151 ରନ୍ ହାସଲ କରିପାରିଥିଲା । ସେହି ପରି ପାକିସ୍ତାନର ଅପନର ମହମ୍ମଦ ରିଜୱାନ ସର୍ବାଧିକ 79 ରନ୍ କରିଥିଲେ ସେ 55 ଟି ବଲ ଖେଳି 6 ଟି ଚୈକା ଏବଂ 3 ଟି ଛକ୍କା ମାରିଥିଲେ । ଅଧିନାୟକ ବାବର ଆଜାମ୍ 52 ଟି ବଲ ଖେଳି 6 ଟି ଚୈକା ଏବଂ ଦୁଇଟି ଛକ୍କା ସହାୟତା ରେ 68 ରନ୍ କରିଥିଲେ ।

ସେହି ଭାରତ ବ୍ୟଟିଂ କରି ପ୍ରଥମ ୱିକେଟ 1 ରନ୍ ରେ ଦ୍ୱତୀୟ 6 ରନ୍ ରେ ଦ୍ୱତୀୟ ୱିକେଟ ଏବଂ 31 ରନ୍ ରେ ତୃତୀୟ ୱିକେଟ ହରେଇଥିଲା ଭାରତ ଦଳ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ବେଳେ ବିରାଟ କୋଇଲି ଧର୍ଯ୍ୟ ର ସହିତ ବ୍ୟଟିଂ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ସେ 45 ଟି ବଲ ଖେଳି 55 ରନ୍ ହାସଲ କରିଥିଲେ । ତେବେ ଓପନର ରୋହିତ ଶର୍ମା ଗୋଟିଏ ବଲର ସମ୍ମୁଖୀନ ହୋଇ କୈଣସି ରନ କରି ଆଉଟ ହୋଇଥିଲେ । ସେ ପାକିସ୍ତାନି ବୋଲର ସାହିନ ଆଫ୍ରିଦ୍ ଙ୍କର ଦ୍ୱାରା ଏଲ୍ବି ଡୋବ୍ଲ୍ୟୁ ହୋଇଥିଲେ ।

T20

ସେହି ପରି କେଏଲ ରାହୁଲ , ସୁର୍ଯ୍ୟ କୁମାର ଯାଦବ ଆଦି ଖେଳି ନିଜର କୈଣସି ବି ପଦର୍ଶନ ବିନା ହିଁ ଆଉଟ ହୋଇଜାଇଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ଗତ କାଲି ର ମ୍ୟଚ୍ ଟି କ୍ରିକେଟ ପ୍ରେମି ଙ୍କ ମନ ରେ ବହୁତ ବଡ ଆଘାତ ଦେଇଛି କାରଣ ହାରିଛନ୍ତି କୋହଲୀ ବାହିନୀ T20 ବିଶ୍ୱକପ୍ ରେ ପ୍ରଥମ ଥର ପାଇଁ ଆହିଛି ଭାରତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *