ଆସୁଛି ପୁଣି ଲଘୁଚାପ ବର୍ଷା ବଢିବ ଶୀତ |

Winter

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଠି ଲଘୁଚାପ ବଢିବାକୁ ଯାଉଛି ଶୀତ ଫେରିଗଲା ମୈଶୁମୀ ଆସୁଛି ଶୀତ ଉତ୍ତର ଦିଗ ରୁ ଓଡିଶା କୁ ମାଡି ଆସୁଛି ପବନ । ଉପାନ୍ତର ଏବଂ ଉପକୂଳ ସବୁଠୀ କମିଲାଣି ତାପମାତ୍ରା । ଫୁଲବାଣି ରେ ସର୍ବନିମ୍ନ ତାପମାତ୍ରା 15 ଡୀଗ୍ରି ରହିଥିବା ବେଳେ ଓଡିଶାର କାଶ୍ମିର କୁହାଜାଉ ଥିବା ଦାରିଙ୍ଗ୍ ବାଡି ରେ 12 ଡୀଗ୍ରି ତାପମାତ୍ରା ଖସିଛି।

cold

ଦାରିଙ୍ଗ ବାଡି ସହିତ ରାଜ୍ୟର 11 ଟି ସ୍ଥାନରେ 20 ଡୀଗ୍ରୀ ରୁ ତଳେ ରହିଛି ତାପମାତ୍ରା । ଆସନ୍ତା 4 ରୁ 5 ଦିନ ମଧ୍ୟରେ ରାଜ୍ୟରେ ଆହୁରୀ ଶୀତ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରଣଇୟ ଓଡିଶାର ତାପମାତ୍ରା 12 ରୁ 19 ଡୀଗ୍ରି ମଧ୍ୟରେ ରହିଛି ।

ତେବେ ଉପକୂଳ ଓଡିଶାର ଜିଲ୍ଲା ଗୁଡିକ ର ସର୍ବାଧିକ ତାପମାତ୍ରା 21 ଡୀଗ୍ରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଗକୁ ଏମିତି ଭାବେ ଉଭୟ ରାତି ଏବଂ ଦିନ ର ତାପମାତ୍ରା ରେ 1 ରୁ 2 ଡୀଗ୍ରି କମିବାର ସମ୍ଭାବନା ରହିଛି ।

ସେହିପରି ସ୍ୱାଆଦ୍ ଜଳବାୟୁ ଏବଂ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ୍ୟ ସରତ ଚନ୍ଦ୍ର ସାହୁ କହିଛନ୍ତି 27 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସୁଖିଲା ରହିବ । ରାତି ବେଳେ ତାପମାତ୍ରା କମିବ ସକାଳ ସମୟ ରେ ଥଣ୍ଡା ମଧ୍ୟ ରହିବ ।

low of 2 degrees Celsius

ଏବେ ଆଭ୍ୟନ୍ତରଣିୟ ଓଡିଶାର 2 ଡୀଗ୍ରି ତାପମାତ୍ରା କମିଥିବା ବେଳେ 28 ରେ ଦକ୍ଷିଣ ଏବଂ ଉପକୂଳ ଓଡିଶାର ବର୍ଷା ହେବାର ସମ୍ଭାବନା ରହିଛି । ପରେ ଉପକୂଳ ରେ ବି ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ପ୍ରଦାନ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *