ଏହି ଲୋକଙ୍କୁ ମିଳିବାକୁ ଜାଉଚି ଶର୍ମ କାର୍ଡ ର ପଇସା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳୁ ଆପଣ ମାନଙ୍କ ପାଇଁ କିଛି ଦମ୍ ଦାର ଖବର ରହିଥିବା ବେଳେ ଆପଣ ମାନଙ୍କ ପାଇଁ ଜାଣି ରଖିବା ନିହାତି ଜରୁରୀ ଅଟେ । ତେବେ ପ୍ରଥମ ଖବର ଟି ହେଲା ଏଣିକି PhonePe ରେ ରିଚ୍ଚାର୍ଜ କରିଲେ ଦେବାକୁ ପଡିବ ଅଧିକ ଟଙ୍କା PhonePe ବ୍ୟବହାର କରି ମାନଙ୍କ ପାଇଁ ବଡ ଖବର ।

pa

ଏଣିକି PhonePe ବ୍ୟବହାର କରିଲେ ଦେବାକୁ ପଡିବ ଟଙ୍କା ଘରେ ବସି ସହଜ ରେ କରିହେବ ନାହିଁ ରିଚାର୍ଜ କାରଣ ଏବେ ରିଚ୍ଚାର୍ଜ କରିଲେ ଦେବାକୁ ପଡିବ ଅଧିକ ଶୁଳ୍କ ମୋଟ ଉପରେ PhonePe ବ୍ୟବସାୟି ଙ୍କୁ ଲାଗିବାକୁ ଯାଉଛି ବଡ ଝଟ୍କା ସୂଚନା ଅନୁସାରେ ଅନଲାଇନ ପେମେଣ୍ଟ ଆପ୍ଲିକେଶନ PhonePe ଦେଶର ପ୍ରଥମ ଆପ୍ ହୋଇଛି ଯେଉଁଥିରେ UPI ବେଷ୍ଟ ଟ୍ରାଞାକ୍ସନ ପାଇଁ ଫିସ୍ ନେବା ଆରମ୍ଭ କରି ଦେଇଛି ।

ଯଦି ଆପଣ ମାନେ 50 ଟଙ୍କାରୁ ଅଧିକ ଟଙ୍କା ରିଚ୍ଚାର୍ଜ କରନ୍ତି ତେବେ ଟ୍ରାଞାକ୍ସନ ପ୍ରସେସିଂ ଫି ପଡିବ ଅର୍ଥାତ୍ ଆପଣ ମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । କେବଳ ଏତିକି ନୁହେଁ UPI ରିଚ୍ଚାର୍ଜ ରେ ବି ଅଧିକ ଫି ଦେବାକୁ ପଡିବ । ଜାହାକୁ ନେଇ ଚିନ୍ତା ରେ ଏବେ ଗ୍ରାହାକ ମାନେ ଗୋଟିଏ ପଟେ ପ୍ରଧାନ ମନ୍ତ୍ରୀ କହୁଛନ୍ତି ଡିଜିଟାଲ ରେ କାରବାର କର ଆଉ ଅନ୍ୟପଟେ ଡିଜିଟାଲ ପେମେଣ୍ଟ ର ଦର ବଢେଇବାରେ ଲାଗିଛନ୍ତି ।

JIO , AIRTEL , VODAFONE, IDEA

ସେହି ପରି ଦ୍ୱତୀୟ ଖବର ଟି ହେଲା ମୋବାଇଲ ଇୟୁରଜ ମାନଙ୍କୁ ଝଟ୍କା ବଢିବାକୁ ଯାଉଛି ପ୍ରିପେଡ ଏବଂ ପୋଷ୍ଟପେଡ ର ଦାମ୍ JIO , AIRTEL , VODAFONE, IDEA ଭାରତ ପ୍ରମୁଖ ଟେଲିକମ୍ ପ୍ରାଇଭେଟ କମ୍ପାନୀ ଅଟନ୍ତି ଏମାନେ ନିଜର ଇୟୁଜର ମାନଙ୍କୁ ଅନେକ ଆକର୍ଷଣ ଅଫର ପ୍ରଦାନ କରନ୍ତି । ହେଲେ ଆପଣ ମାନଙ୍କ କହିଦେବୁ କି ବହୁତ ଜଲ୍ଦି ଏହି ତିନି କମ୍ପାନୀ ନିଜର କିଛି ପ୍ଲାନ୍ ର ଦାମ୍ ମଧ୍ୟ ବଢେଇବାକୁ ଯାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *