ଆସୁଛି ୨ଟି ଲଘୁଚାପ ଏଥର ବଢିବ ଶୀତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲାନିନା ପ୍ରଭାବ ରେ ଥରେଇବ ହାଡଭଙ୍ଗା ଜାଡ ବଙ୍ଗୋପସାଗର ରେ ଆଉ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା 3 ରୁ 4 ତାରିଖ ବେଳକୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ତେବେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

rain

ନଭେମ୍ବର ପ୍ରଥମ ସପ୍ତାହ ରେ ବର୍ଷା ସମ୍ଭାବନା ରହିଥିବା ବେଳେ ପାଗ ମଧ୍ୟ ମେଘୁଆ ରହିବ । ଏବଂ ସେତେ ବେଳକୁ ରାତି ତାପମାତ୍ରା ବଢିବ ଓ ଥଣ୍ଡା ମଧ୍ୟ କମିବ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଏଥର ସମଗ୍ର ଦେଶକୁ ଥରାଇବ ଲାନିନା ଏହାର ପ୍ରଭାବ ରେ ଶୀତ ର ପ୍ରଭାବ ଅଧିକ ରହିବ । କୁହାଜାଉଛି ଉତ୍ତର ଭାରତ ରେ ଜାନୁଆରୀ ରୁ ଫେବୃଆରୀ ମଧ୍ୟରେ ତାପମାତ୍ରା 3 ଡୀଗ୍ରି ରହିବ ।

ପ୍ରଶାନ୍ତ ମହାସାଗର ରୁ ଋତୁ କାଳିନ ସୃଷ୍ଟି ହେଉଥିବା ଶୀତଳ ବାୟୁ କୁ ଲାନିନା କୁହାଯାଏ ଜାହାକି ସମଗ୍ର ବିଶ୍ୱକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ସହିତ ବଢୁଛି ଶୀତ ଆଗକୁ ଥରେଇବ ହାଡ ଭଙ୍ଗା ଜାଡ ଜବର ଜାଡ ଅନୁଭୂତ ହେବ ଉତ୍ତର ଭାରତ ସମେତ ଅନେକ ଅଞ୍ଚଳ ରେ ଓଡିଶାରେ ବି ଶୀତ ଲହରୀ ପ୍ରୋକପ ଅସହ୍ୟ ରହିବ । ସ୍ୱଭାବିକ ଠାରୁ ପାରଦ ଖସିବ ।

low of 2 degrees Celsius

କେବଳ ସେତିକି ନୁହେଁ ଶୀତ ର ଅବଦ୍ଧି ଅଧିକ ରହିବ ଏମିତି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ୍ୟ ମାନେ । ଏହା ସହିତ ଶୀତ ପ୍ରୋକପ ରାଜ୍ୟ ରେ ଅଧିକ ରହିବ ରାତିର ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ନିମ୍ନ ଗାମୀ ହେବ । ତେବେ ଶୀତ ର ପ୍ରୋକପ ଅଧିକ ରହିବା ସହିତ ଏହାର ଅବଦ୍ଧି ବି ଅଧିକ ଦିନ ପର୍ଯ୍ୟନ୍ତ ଲମ୍ବିବ । ପ୍ରତ୍ୟୋକ ବର୍ଷ ଫେବୃଆରୀ ରେ ଶୀତ କମିବା ସହିତ ଗରମ ପ୍ରୋକପ ଆରମ୍ଭ ହୁଏ ହେଲେ ଏଥର ଫେବୃଆରୀ ରେ ବି ଭୀଷଣ ଜାଡ ଅନୁଭୂତ ହେବ ବୋଲି ବିଶେଷଜ୍ଞ୍ୟ ମାନେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *