ଷ୍ଟେଟ ବ୍ୟାଙ୍କରେ ଖାତା ଥିଲେ ଦେଖନ୍ତୁ | ନ ହେଲେ ପଡିବେ ଅସୁବିଧାରେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କର ଷ୍ଟେଟ ବ୍ୟାଙ୍କ ଇଣ୍ଡିଆରେ ଏକାଉଣ୍ଟ ରହିଛି ତେବେ ଆଉ ଏଥିରେ ATM ବ୍ୟବହାର କରୁଛନ୍ତି । ତେବେ ଜାଣି ରଖୁନ୍ତୁ ଏହି ATM କାର୍ଡରେ ନୂଆ ଆପଡେଟ ଲାଗୁ ହୋଇଛି । ଯେଉଁଥିରେ ଆପଣ ମାନଙ୍କୁ ଏବେ ଟଙ୍କା ଉଠେଇବାରେ ହୋଇପାରେ ଅସୁବିଧା ।

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ଜାଣିନେବା ATM ଟଙ୍କା ଉଠାଣ ଉପରେ SBI ଆଣିଛି ନୂଆ ନିୟମ ଯେମିତି କି ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ । ATM କାର୍ଡ ସହିତ ଠକେଇ ମାମଲା ଆଜିର ସମୟ ରେ ବଢିବାରେ ଲାଗିଛି । ଆଉ ଏହାକୁ ନଜରେ ରଖି ନିଜର ଗ୍ରାହକ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ତଥା ସେମାନଙ୍କ ଧନ ରାଶି କୁ ସୁରକ୍ଷା ଦେବା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟଙ୍କ୍ SBI ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି ।

card a

ତେବେ ଏବେ ATM ରୁ ପଇସା ବାହାର କରିବା ପାଇଁ SBI ଗ୍ରାହକ ମାନଙ୍କୁ OTP କହିବା ପାଇଁ ପଡିବ । ଜାହାକି ସେମାନଙ୍କ ପଞୀକୃତ ମୋବାଇଲ ନମ୍ବର କୁ ଆସିବ । ଏହା ଭେରିଫାଇ ହେବା ପରେ ଆପଣ ମାନେ ATM ରୁ ପଇସା ଉଠେଇ ପାରିବେ । ତେବେ ଏହି ନୂଆ ପଦକ୍ଷେପ ବିଷୟ ରେ SBI ନିଜର ଅଫିସିଆଲ ଟୁଇଟର ହେଣ୍ଡେଲ ରେ ଜଣେଇ ଦେଇଛି ।

ଏଥିରେ କୁହାଜାଇଛି କି ଏବେ ATM ରୁ ଟଙ୍କା ଉଠେଇବା ପାଇଁ ଆମର OTP ଆଧାରିକ ନଗଦ ପ୍ରତ୍ୟାହାର ବ୍ୟବସ୍ଥା ଠକ ମାନଙ୍କ ବିରୋଧ ରେ ଟୀକାରଣ ପରି କାମ କରିବ । ଆପଣ ମାନଙ୍କୁ ଠକେଇ ରକ୍ଷା କରିବା ଆମର ପ୍ରଥମ ଲକ୍ଷ୍ୟ ଅଟେ ।

atm card

ତେବେ SIB ATM ରୁ OTP ମାଧ୍ୟମ ରେ ପଇସା ବାହା କରିବା ପାଇଁ ବ୍ୟଙ୍କ୍ ବହୁତ ସହଜ ଉପାୟ କରିଛି । ଏହାକୁ ବ୍ୟବହାର କରିବା ସମୟ ରେ ଆପଣ ମାନଙ୍କ ପଞୀକୃତ ମୋବାଇଲ ନମ୍ବର କୁ 4 ଅଙ୍କର ଏକ OTP ଆସିବ । ଜାହା ଦେବା ପରେ ଆପଣ ମାନେ ସେହିଠାରୁ ପଇସା ଉଠେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *