ଏହି ଜିଲ୍ଲାକୁ ପ୍ରବଳ ବର୍ଷା ହେବ ଏଥର ହାଡ଼ ଭଙ୍ଗା ଶୀତ |

ran

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ଆଉ ଏକ ଲଘୁଚାପ ଆଜିଠୁ ଦକ୍ଷିଣ ଓଡିଶା ରେ ବର୍ଷାର ସମ୍ଭାବନା ତେବେ ଆଉ କିଛି ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖ ପାଖ ଅଞ୍ଚଳ ରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ତେବେ ଏହା ସମୁଦ୍ର ପତନ ରୁ 3.1 କିଲୋମିଟର ଉପରେ ରହିଛି ଆଉ ଏହା ପଶ୍ଚିମ ଦିହକୁ ଗତି କରିବାର ମଧ୍ୟ ସମ୍ଭାବନା ରହିଛି ।

ଆଉ ଏହାର ପ୍ରଭାବ ରେ ଦକ୍ଷିଣ ବଙ୍ଗୋପସାଗର ରେ କେନ୍ଦ୍ର ସ୍ଥଳ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥି ପାଇଁ ଆଜି 29 ରୁ 31 ତାରିଖ ମଧ୍ୟରେ ରାଜ୍ୟ ର କେତେକ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରମ ର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଗଜପତି , ଗଞାମ୍ , ପୁରୀ , ରାୟଗଡା ,କୋରାପୁଟ ଜିଲ୍ଲା ରେ ଗୋଟିଏ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

rain

ତେବେ ଏହି ସମୟ ରେ ଆଭ୍ୟନ୍ତରଣିୟ ଓଡିଶାର କିଛି ସ୍ଥାନରେ ପାଗ ସୁଖିଲା ରହିବାର ସମ୍ଭାବନା ରହିଛି । ଏହା ସହିତ ବିଶେଷଜ୍ଞ୍ୟ ମାନେ ବି ସୂଚନା ଦେଉଛନ୍ତି ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ । ସକାଳୁ ଲମୟ ରେ ରାଜ୍ୟର କିଛି ଅଞ୍ଚଳ ରେ ଘନକୁହୁଡି ଦେଖିବାକୁ ମିଳୁଛି ଆଜିଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା 2 ରୁ 3 ଡୀଗ୍ରି ସେଲିସିୟସ୍ ମଧ୍ୟ କମିପାରେ ।

ଏହା ପ୍ରଭାବ ରେ ଥଣ୍ଡାର ପ୍ରୋକପ ସାମାନ୍ୟ ବଢିବ ଏହି ପରି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରତ ଡା: ସୁରେନ୍ଦ୍ରନାଥ ପଶୁପାଳକ ତେବେ ଆସନ୍ତା 2 ଦିନ ପର ଠାରୁ ପାଗ ସୁଖିଲା ରହିବ ବୋଲି ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *