କିଷାନ ଯୋଜନା ପଇସା ଆସିବ ଏହି କାମ କରନ୍ତୁ |

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ PM Kisan ସମ୍ମନିଧି ଯୋଜନା ବିଷୟ ରେ ଜାଣିଥିବେ ଜାହାକୁ ମଧ୍ୟ କିଷାନ ଯୋଜନା କୁହାଜାଉଛି । ଏହି କିଷାନ ଯୋଜନା ରେ ଆଉ କିଛି ବଡ ଅପଡେଟ ଆସିଛି ଜାହାକୁ ଆପଣ ମାନଙ୍କୁ ସୂଚନା ଦେବୁ । ଜାହାକି ଏହି ଯୋଜନା ଥିଲେ ଆପଣ ମାନଙ୍କର ଏମିତି କିଛି ଡକ୍ୟୁମେଣ୍ଟ ଆପଣ ମାନଙ୍କୁ ଦେବାକୁ ପଡିବ ତେବେ ଜାଇ ଆପଣ ମାନେ ସେଥିରେ ପଇସା ପାଇପାରିବେ ।

ତେବେ ଏଥିରେ କଣ ରହିଛି ପରିବର୍ତନ ଆମେ ଏଠାରେ ସୂଚନା ଦେବୁ । ତେବେ ଜାହାକି ଏହି PM Kisan ସମ୍ମନିଧି ଯୋଜନା ରେ ବଡ ଆପଡେଟ ରହିଛି ଜାହାର ଦଶମ କିସ୍ତି ବହୁତ ଜଲ୍ଦି ଆପଣ ମାନଙ୍କୁ ମିଳିବାକୁ ଯାଉଛି । ଯେଉଁଟା କି ନବମ କିସ୍ତି ବି କିଛି ଲୋକ ମାନଙ୍କୁ ମିଳିଛି ଏବଂ କିଛି ଲୋକ ମାନଙ୍କୁ ମିଳିନାହିଁ । ତେବେ କାହିଁକି ମିଳିନାହିଁ ନା ଆପଣ ମାନଙ୍କୁ ସେଥିରେ ଏକ ଡକ୍ୟୁମେଣ୍ଟ ଆପଡେଟ କରିବାକୁ ପଡିବ ।

pm

କଣ ଅପଡେଟ ନା ଆପଣ ମାନଙ୍କୁ ଏଥିରେ ନିଜର ରାସନ କାର୍ଡ ଦେବାକୁ ପଡିବ । ତେବେ ରାସନ କାର୍ଡ କାହିଁକି ଯେମିତି ରାଜ୍ୟ ସରକାର କାଳିଆ ଯୋଜନା ରେ ରାସନ ଯୋଗ କରିବା ପାଇଁ କହୁଥିଲେ ସେମିତି ଏବେ କେନ୍ଦ୍ର ସରକାର ବି PM Kisan ସମ୍ମନିଧି ଯୋଜନା ରେ ନିଜର ରାସନ କାର୍ଡ କୁ ଯୋଗ କରିବା ପାଇଁ କହିଛନ୍ତି ।

ତେବେ ଏହା ଏହି ଦିନରେ ନ୍ୟୁଜ୍ ରେ ମଧ୍ୟ ସୂଚନା ଦିଆଜାଇଛି କି ନିଜର ରାସନ କାର୍ଡ କୁ ଯୋଗକରିବା ପାଇଁ । ଏହାକୁ ଆପଣ ମାନେ ନିଜର ମୋବାଇଲ ଫୋନ୍ ରେ ମଧ୍ୟ ସ୍କାନ କରି ଆଡ୍ କରିପାରିବେ ଏହାକୁ ଆପଣ ମାନେ ଏକ PDF ଫର୍ମାଟ୍ ତିଆରି କରି ଆପଲୋର୍ଡ କରିବାକୁ ପଡିବ ।

pm k.

ତେବେ ଏଥି ପାଇଁ ଆପଣ ମାନଙ୍କୁ PM Kisan ସମ୍ମନିଧି ଯୋଜନା ର ୱେବସାଇଟ https://pmkisan.gov.in କୁ ଜାଇ Updation of Self Registered Farmer ବୋଲି ଅଫସନ ରହିଛି ସେଠାରେ ଆପଣ ମାନେ ନିଶ୍ଚିତ ଭାବେ ଆପଲୋର୍ଡ କରି ପାରିବେ ପରେ ଆପଣ ମାନଙ୍କୁ ନବମ କିସ୍ତି ଆପଣ ମାନଙ୍କ ଏକାଉଣ୍ଟ କୁ ଆସିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *