ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁରେ ଖେଳିଯାଇଛି ଶୋକର ଲହରୀ ।

tyu6

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସିନେମା ଜଗତ ପାଇଁ ଜାହା ବଡ ଦୁଖଃଦ ଖବର ସାମ୍ନା କୁ ଆସିଛି । ଏହି ଖବର କୁ ନେଇ ବହୁତ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକ ର ଲହରୀ ଖେଳି ଜାଇଛି । ମୃତ୍ୟୁ କାହାକୁ କେତେ ବେଳେ ବି ଆସି ପାରେ । ହେଲେ ଭାଗ୍ୟ ଭଲ ଥିଲେ କିଏ ବର୍ତି ଯାଉଛି ତ ଆଉ କିଏ ଏହି ଦୁନିଆଁ କୁ ଚାଲି ଯାଉଛି ।

ତେବେ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ଜାହା ବଡ ଦୁଖଃଦ ଖବର ସାମ୍ନା କୁ ଆସିଛି । ଏହି ପ୍ରସିଦ୍ଧ ହାସ୍ୟ ଅଭିନେତା ଙ୍କର ଆଜି ମୃତ୍ୟୁ ହୋଇଛି । ସେ ଦିର୍ଘ ଦିନ ଧରି ମଧୁମେୟ ରେ ପୀଡିତ ହୋଇଥିଲେ । ଫେମିଲି ହସ୍ପିଟାଲ ରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ବହୁତ ସିନେମା ଏବଂ କମେଡିରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଦେହାନ୍ତ ଖବର ଆସିବା ପରେ ପ୍ରଶଂସକ ମାନେ ତାଙ୍କୁ ସୋସିଆଲ ମିଡିଆ ରେ ତାଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ କରୁଛନ୍ତି ।

ଏହି ପ୍ରସିଦ୍ଧି ଲୋକପ୍ରିୟ ହାସ୍ୟ ଅଭିନେତା ଅଲ ଇଣ୍ଡିଆ ଇଣ୍ଟର କଲେଜ୍ ରେ ଶ୍ରେଷ୍ଟ ଅଭିନେତା ପୁରସ୍କାର ପାଇ ଥିଲେ । ଏହା ସହିତ ସେ 3 ବର୍ଷ ପାଇଁ ଶ୍ରେଷ୍ଟ ଲେଖକ ଏବଂ ନର୍ଦ୍ଧେଶକ ର ପୁରସ୍କାର ପାଇଛନ୍ତି । ଅଭିନୟ ସହିତ ମୁସ୍ତା , ପ୍ୟାର କା ସାୟା , ଲାଡସାହେବ୍ ଭଳି ଫିଲ୍ମ ରେ କାମ କରିଛନ୍ତି । ହେଲେ କିଛି ବର୍ଷ ତଳେ ସେ ସିନେମା କୁ ବିଦାୟ ଦେଇଥିଲେ ।

ସେହି ପରି ସୀତା ଅର ଗୀତା , ହାଥ କି ସଫାଇ ଜବାନୀ ଜବାନୀ , ସ୍ୱଲେ ଏବଂ ସାଗର ଭଳି ଫିଲ୍ମ ରେ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ତେବେ ଏହି ଲୋକ ପ୍ରିୟ ଅଭିନେତା ବର୍ତମାନ ସମୟ ରେ ଆମ ଗହଣ ରେ ନାହାଁନ୍ତି । ଦିର୍ଘ ଦିନରୁ ସେ ମଧୁମେୟ ରେ ପୀଡିତ ଥିବା ବେଳେ ଆଜି ସେ ଏକ ଘୋରଇ ହସ୍ପିଟାଲ ରେ ତାଙ୍କର ପୋରଲୋକ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *