ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସାଉଥ ଇଣ୍ଡଷ୍ଟ୍ରୀ ର ଷ୍ଟାଇଲିସ ଷ୍ଟାର ଅଲୁ ଅର୍ଜୁନ ଙ୍କୁ ତ ନିଶ୍ଚିତ ଭାବେ ଜାଣିଥିବେ । ସେ କେବଳ ସାଉଥ ଇଣ୍ଡଷ୍ଟ୍ରୀ ରେ ହିଁ କାମ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୈଣସି ବଲିଉଡ ଫିଲ୍ମ ରେ କାମ କରି ନାହାଁନ୍ତି ତଥାପି ତାଙ୍କୁ ସାରା ଦୁନିଆଁ ରେ ପ୍ରସଂଶା କରାଯାଏ । ସେମିତି ରେ ଅଲ୍ଲୁ ଅର୍ଜୁନ ବହୁତ ଫିଲ୍ମ ମାନଙ୍କର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଅଲ୍ଲୁ ଅର୍ଜୁନ ଙ୍କ ଏହି ସଫଳତା ର ଫଛରେ ଥିବା ସତ୍ୟତା ବିଷୟ ରେ ଅବଗତ କରେଇବୁ । ସେମିତି ରେ ଆଜିର ଯୁବପୀଢୀ ମାନେ ହିଁ ଅଲ୍ଲୁ ଅର୍ଜୁନ ଙ୍କ ଫିଲ୍ମ କୁ ବହୁତ ପସନ୍ଦ କରନ୍ତି । ସେ ସାଉଥ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଅଟନ୍ତି ।
ଆଜିର ଦିନ ରେ ଯେକୈଣସି ବି ଫଲ୍ମ ହେଉ ନା କାହିଁକି ତାହାକୁ ନିଶ୍ଚିତ ଭାବେ ହିନ୍ଧି ଡୋଭିଂ କରି ସାରା ଭାରତ ରେ ରିଲିଜ କରାଜାଉଛି । ସେହିଥି ପାଇଁ ସାରା ଦେଶରେ ଲୋକ ମାନେ ଦେଖି ଫଲ୍ମ ଜରିଆରେ ଏହି ସାଉଥ ଷ୍ଟାର ମାନଙ୍କ ଫେନ ହେଉଛନ୍ତି । ଅଲ୍ଲୁ ଅର୍ଜୁନ ଙ୍କ ଜନ୍ମ ବିଷୟ ରେ କହିବା ତେବେ ସେ 18 ଏପ୍ରିଲ 1982 ମସିହା ରେ ଚେନ୍ନାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ବର୍ତମାନ ସମୟ ରେ ସେ 40 ବର୍ଷ ର ଅଟନ୍ତି । ସେ ପ୍ରଫେସନ ରେ ଅଭିନେତା ଏବଂ ଡେନ୍ସର ଅଟନ୍ତି । ସେ ନିଜର ସୁଲିଂ ଏଷ୍ଟି ପେଟ୍ରିକ ସ୍କୁଲ ରୁ ପୂରଣ କରିଥିଲେ ଏହା ପରେ ସେ ନିଜର ବିବିଏ ର ଡୀଗ୍ରୀ ହାସଲ କରିଥିଲେ ।
ତେବେ 1996 ମସିହା ରେ ଡେନ୍ସର ଭାବେ ଫିଲ୍ମ ଡାଡି ରେ ଦେଖା ଦେଇଥିଲେ । ପରେ 2003 ମସିହାରେ ଅଲ୍ଲୁ ଅର୍ଜୁନ ଙ୍କ ଡେବ୍ୟୁ ଫିଲ୍ମ ଗଙ୍ଗୋତ୍ରି ରିଲିଜ୍ ହୋଇଥିଲା ଯେଉଁଥିରେ ସେ ଗୋଟିଏ ଗାଉଁଲି ପିଲାର ଚରିତ୍ର ପ୍ଲେ କରିଥିଲେ ଏହି ଫିଲ୍ମରେ ଦର୍ଶକମାନେ ବୋହୁତ ଭଲ ପାଇବା ଦେଲେ ଆଉ 2004 ମସିହାରେ ତାଙ୍କ ଜୀବନର ସବୁଠାରୁ ଭଲ ଫିଲ୍ମ ଆରିୟା ରିଲିଜ୍ ହେଲା ଆଉ ଏହି ଫିଲ୍ମ ପାଇଁ ସେ ରାତାରାତି ଷ୍ଟାର ବନିଗଲେ ଅଲୁ ଅର୍ଜୁନଙ୍କ ।
2020 ମସିହାରେ ସେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଟଲିଉଡ୍ ଆକ୍ଟର ରହିଥିଲେ ଆଉ 2016 ରେ ମଧ୍ୟ ସେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଟଲିଉଡ୍ ଅଭିନେତ ରହିଥିଲେ । ଦର୍ଶକ ବନ୍ଧୁ ଅଲୁ ଅର୍ଜୁନଙ୍କ ସବୁଠାରୁ ବଡ଼ ଫ୍ୟାନ ହେଉଛନ୍ତି ନୂର୍ ମହମ୍ମଦ 2019 ରେ ନୂର୍ ମହମ୍ମଦଙ୍କ ମୃତ୍ୟୁ ହୋଇଗଲା ତେବେ ଅଲ୍ଲୁ ଅର୍ଜୁନ ତାଙ୍କ ଘରକୁ ଗଲେ ଏବଂ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ।
ସେମତି ରେ ନିଜର ପରିଶ୍ରମ ବଳ ରେ ଆଜିର ଦିନ ରେ ଅଲ୍ଲୁ ଅର୍ଜୁନ ଙ୍କ ସମସ୍ତ ଫିଲ୍ମ ହିଟ ସାବ୍ୟସ୍ତ ହୋଇଥାଏ । ସେମିତି ରେ ଆମେ ତାଙ୍କ ପରିବାର ବିଷୟ ରେ କହିବା ତେବେ ତାଙ୍କ ବାପା ଙ୍କ ନାମ ଅଲ୍ଲୁ ଅରବିନ୍ଦ , ମାଆ ଙ୍କ ନାମ ନିର୍ମଳା , ଏବଂ ତାଙ୍କର ଦୁଇ ଭାଇ ରହିଛି ଜାହାଙ୍କ ନାମ ଅଲ୍ଲୁ ଶିର୍ଷ ଏବଂ ଦ୍ୱତୀୟ ଭାଇ ଙ୍କ ନାମ ଅଲ୍ଲୁ ଭେଙ୍କଟେସ ଷ ତାଙ୍କର ପତ୍ନୀ ଙ୍କ ବିଷୟ ରେ କହିଲେ ସେ 2011 ରେ ସ୍ନେହା ରେଡି ଙ୍କୁ ବିବାହ କରିଥିଲେ । ଏବେ ତାଙ୍କର ଗୋଟିଏ ଝିଅ ଏବଂ ପୁଅ ରହିଛନ୍ତି । ଜାହାଙ୍କ ନାମ ଅଲ୍ଲୁ ଆରା , ଅଲ୍ଲୁ ଆୟାନ । ତେବେ ବନ୍ଧୁଗଣ ଏହା ଥିଲା ଅଲ୍ଲୁ ଅର୍ଜୁନ ଙ୍କ ବିଷୟ ରେ କିଛି ରୋଚକ କଥା ଜାହା ଆପଣ ଆଗରୁ ଜାଣିନଥିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।