ଦୁର୍ଗା ପୂଜା ୨୦୨୨ ଏହି 5ଟି ରାଶିରେ ଲଟେରୀ ଲାଗିବ ଆଜିଠାରୁ |

Durga puja 2022

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ ରାତ୍ରି ର ପାବନ ପର୍ବ ଆରମ୍ଭ ହୋଇସାରିଛି । ଅକ୍ଟୋବର ୫ ବୁଧବାର ଦିନ ପାଳନ ହେବାକୁ ଯାଉଛି ପବିତ୍ର ଦଶହରା ପର୍ବ ବା ବିଜୟା ଦଶମୀ । ଏହି ନବରାତ୍ରିରେ ଗ୍ରହ ମାନଙ୍କରେ ବନୁଅଛି ଅଦ୍ଭୁତ ମହା ସଂଯୋଗ । ଯାହା ଫଳରେ ଆଜିଠାରୁ ବଦଳିବାକୁ ଯାଉଅଛି ଏହି ୫ଗୋଟି ରାଶିର ଭାଗ୍ୟ । ଯଦି ଗ୍ରହର ଠିକ୍ ରହିନଥାଏ ତେବେ ବ୍ୟକ୍ତିକୁ ବହୁତ ଗୁଡିଏ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଜୋତିଷ ଶାସ୍ତ୍ର ଅନୁଯାୟୀ ଏହିପରି ଏକ ମହା ସଂଯୋଗ ନିର୍ମାଣ ହେଉଅଛି । ଯେଉଁଥିରେ ମାଁ ଦୁର୍ଗାଙ୍କ କୃପାରୁ ଏହି ୫ଗୋଟି ରାଶି ବହୁତ ଭାଗ୍ୟଶାଳୀ ପ୍ରମାଣିତ ହେବେ ।

ପ୍ରଥମ ରାଶିଟି ହେଉଛି ମେଷ ରାଶି । କର୍ମ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ । ଚାକିରୀ କ୍ଷେତ୍ର ଉନ୍ନତି ହେବ । ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ଖୁବ୍ ଶୀଘ୍ର ଶୁଭ ସମୟର ଆଗମନ ହେଉଛି । ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାମ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ ।

astrology

ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି । ଏହି ରାଶିର ବ୍ୟକ୍ତିମାନେ ନିଜର ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଧନର କୌଣସି ସମସ୍ୟା ରହିବ ନାହିଁ । ଏମାନଙ୍କ ଜୀବନରେ ସୁଖ, ଶାନ୍ତିର ପ୍ରତିଷ୍ଠା ହେବ ।

ତୃତୀୟ ରାଶିଟି ହେଉଛି ତୁଳା ରାଶି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାଁ ଦୁର୍ଗାଙ୍କ ର କୃପା ଦୃଷ୍ଟି ରହିଛି । ଏମାନଙ୍କର ଆଗାମୀ ସମୟ ସୁଖମୟ ହେବ । ଜୀବନ ସାଥୀଙ୍କ ସହ ସମୟ ଅତିବାହିତ କରିବେ । ଏହି ରାଶିର ବ୍ୟକ୍ତିମାନେ ଖୁବ୍ ଶୀଘ୍ର ମାଲେମାଲ୍ ହେବାକୁ ଯାଉଛନ୍ତି ।

ଚତୁର୍ଥ ରାଶିଟି ହେଉଛି ସିଂହ ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ରହିଛି । ଭବିଷ୍ୟତରେ ଏହି ରାଶି ମାନଙ୍କର କାର୍ଯ୍ୟ ସଂପୂର୍ଣ୍ଣ ହେବ । ପରିବାରର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ନୂଆ ନୂଆ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ ।

Astrology

ପଞ୍ଚମ ରାଶିଟି ହେଉଛି କୁମ୍ଭ ରାଶି । ଧନ ସମ୍ପତ୍ତୀରେ ବୃଦ୍ଧି ହେବ । ଶତୃ ମାନେ ପରାଜିତ ହେବେ । ପାରିବାରିକ ସୁଖ ସମ୍ଭୃଦ୍ଧିରେ ବୃଦ୍ଧି ହେବ । ବ୍ୟାବସାୟରେ ଅଧିକ ରୁ ଅଧିକ ଲାଭ ପାଇବେ ସନ୍ତାନ ସୁଖକୁ ନେଇ ସୁଖି ହେବେ । ପାରିବାରିକ ସମସ୍ୟା ଦୂର ହେବ । ନିଜର ଜୀବନ ସାଥୀଙ୍କ ସହିତ ସମୟ ଅତିବାହିତ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *