ଦୁର୍ଗା ପୂଜା ୨୦୨୨ ଏହି 5ଟି ରାଶିରେ ଲଟେରୀ ଲାଗିବ ଆଜିଠାରୁ |

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ନବରାତ୍ରୀ ର ପାବନ ପର୍ବ ଆରମ୍ଭ ହୋଇ ସାରିଛି ଅକ୍ଟୋବର 5 ତାରିଖ ରେ ପାଳିତ ହେବାକୁ ଯାଉଛି ପବିତ୍ର ଦଶହରା ପର୍ବ ବା ବିଜୟା ଦଶମି ଏହି ନବ ରାତ୍ରୀ ରେ ଗ୍ରହ ରେ ବନୁଅଛି ଅଦ୍ଭୁତ ମହା ସଂଯୋଗ ଯାହା ଫଳରେ ଆଜି ଠାରୁ ବଦଳିବାକୁ ଯାଉଛି ଏହି 5 ଗୋଟି ରାଶି ର ଭାଗ୍ୟ । ଗ୍ରହ ରେ ହେବାକୁ ଯାଉଛି ଅଦ୍ଭୁତ ବିରଳ ମହାସଂଯୋଗ ଯାହା ପଳରେ ଏହି 5 ଗୋଟି ରାଶି ର ଭାଗ୍ୟ ଚମକିବାକୁ ଯାଉଛି ।

ଆଜି ଠାରୁ ଗ୍ରହ ମାନଙ୍କ ର ଗୋଚର ଏଭଳି ବନୁଛି ଯେ କିଛି ରାଶି ମାନଙ୍କ ପାଇଁ ବନୁଛି ଖୁସି ର ସମୟ ଅର୍ଥାତ୍ ଦଶହରା ଦିନ ଠାରୁ ହିଁ ଦେବୀ ମାଆ ଙ୍କ ର କୃପା ଅନେକ ରାଶି ମାନଙ୍କୁ ହେବାକୁ ଯାଉଛି । ବିଜୟା ଦଶମୀ ରେ କେଉଁ କେଉଁ ରାଶି ମାନଙ୍କ ନିମନ୍ତେ ପରିବର୍ତ୍ତନ ହେବାକୁ ଯାଉଛି ଆଜି ଆମେ ଆପଣ ମାନଙ୍କୁ କହିବୁ ତେବେ ଆପଣ ମାନେ ଆମର ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

durga mata

ତେବେ ପ୍ରଥମ ରେ ମେଷ ରାଶି , କର୍ମ କ୍ଷେତ୍ର ରେ ବାଧା ବିଘ୍ନ ଦୂର ହେବ , ଚାକିରୀ କ୍ଷେତ୍ର ରେ ଉନ୍ନତି ହେବ , ବ୍ୟବସାୟ ରେ ଲାଭ ବାନ ହେବେ , ଭାଗ୍ୟର ସହଯୋଗ ପ୍ରାପ୍ତ ହେବ , ପାରିବାରିକ ଶୁଖ ବୃଦ୍ଧି ପାଇବ ଦାମ୍ପତ୍ୟ ଜୀବନ ରେ ମଧୁରତା ବଜାଇ ରହିବ ମାଆ ଦୁର୍ଗା ଙ୍କ କୃପାରୁ ଆପଣ ମାନଙ୍କ ର ଭବିଷ୍ୟତ ରେ ରାଜଯୋଗ ର ସମ୍ଭାବନା ବନୁଛି ।

ତେବେ ଏହା ପରେ ଦ୍ୱିତୀୟ ରେ ହେଉଛି ବୃଷ ରାଶି , ଚାକିରୀ କ୍ଷେତ୍ର ରେ ସଫଳ ହେବେ ସମାଜ ରେ ମାନ ସମାନ ବୃଦ୍ଧି ପାଇବ ଆପଣ ଙ୍କ ର ଗୃହ ନିର୍ମିତ କାର୍ଯ୍ୟ ଅଟକି ରହିଥିଲେ ତାହା ପୁନର୍ବାର ଆରମ୍ଭ ହେବ ଆପଣ ଙ୍କ ର ଆର୍ଥିକ ସ୍ଥିତି ସୁଦୃଢ ରହିବ ପାରିବାରିକ ଜୀବନ ରେ କିଛି ସମସ୍ୟା ରହୁଛି ମହିଳା ମାନେ କୈଣସି ଶୁଭ ସମ୍ବାଦ ପାଇ ଖୁସି ହେବେ । ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ରେ ସଫଳତା ହାସଲ କରିବେ ଏହି ରାଶି ର ବ୍ୟକ୍ତି ମାନଙ୍କ ର ଦାମ୍ପତ୍ୟ ଜୀବନ ସୁଖମୟ ହେବ ମାଆ ଦୁର୍ଗା ଙ୍କ କୃପାରୁ ଆପଣ ମାନଙ୍କ ର ଭବିଷ୍ୟତ ରେ ରାଜଯୋଗ ର ସମ୍ଭାବନା ବନୁଛି ।

astrology

ତେବେ ଏହା ପରେ ଚୃତୀୟ ରେ ହେଉଛି ତୁଳା ରାଶି , କର୍ମ କ୍ଷେତ୍ର ରେ ବାଧା ବିଘ୍ନ ଦୂର ହେବ ବ୍ୟବସାୟ ରେ ଉନ୍ନତି ହେବ ଆର୍ଥିକ ଅବସ୍ଥା ସୁଦୃଢ ହେବ ପ୍ରତିଶୃତି ଦେଇଥିବା ମିତ୍ର ମାନେ ହଠାତ ନିଜର ମତବଦଳାଇ ଅସହଯୋଗ କରି ପାରନ୍ତି ବନ୍ଧୁମାନଙ୍କ ର ସହଯୋଗ ପାଇବେ ପାରିବାରିକ ଜୀବନ ସୁଖମୟ ହେବ ମାଆ ଦୁର୍ଗାଙ୍କ ର କୃପାରୁ ଆପଣ ଙ୍କ ର ଜୀବନ ରେ ଶୁଭ ସମୟ ର ଆଗମନ ହେବାକୁ ଯାଉଛି ଏହି ରାଶି ର ଲୋକ ମାନେ ଯେ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନେ ସଫଳ ହେବେ ।

ତେବେ ଏହା ପରେ ଚତୁର୍ଥ ରେ ହେଉଛି ସିଂହ ରାଶି , ଆପଣ ଅଧିକ ପରିଶ୍ରମ ଦ୍ୱାରା ବ୍ୟବସା ରେ ସଫଳତା ହାସଲ କରିବେ କର୍ମ କ୍ଷେତ୍ର ରେ ସାମାନ୍ୟ ଉନ୍ନତି ହୋଇପାରେ ଦୁର୍ଘଟଣା ହେବା ପ୍ରତି ଆପଣ ସାବଧାନ ରୁହନ୍ତୁ ବନ୍ଧୁ ର ସାହାର୍ଯ୍ୟ ମିଳିବ ମହିଳା ମାନଙ୍କ ର ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି ଏହି ରାଶି ର ବ୍ୟକ୍ତି ମାନଙ୍କୁ ଭାଗ୍ୟ ର ସମ୍ପୁର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ ଏହି ରାଶି ର ବ୍ୟକ୍ତି ମାନେ ଯେକୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ ଏହି ରାଶି ର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟ ରେ ଧନ ର କୈଣସି ଅଭାବ ରହିବ ନାହିଁ ।

ASTROLOGY2

ତେବେ ଏହା ପରେ ଶେଷରେ ପଞ୍ଚମ ରେ ହେଉଛି କୁମ୍ଭ ରାଶି , ନୂତନ କର୍ମ ସଂସ୍ଥା ମିଳିବ ଧନ ସମ୍ପତ୍ତି ରେ ବୃଦ୍ଧି ହେବ ଶତୃ ମାନେ ପରାଜିତ ହେବେ ପାରିବାରିକ ସୁଖ ସମୃଦ୍ଧି ରେ ବୃଦ୍ଧି ହେବ , ବ୍ୟବସାୟୀ ମାନେ ଅଧିକ ରୁ ଅଧିକ ଲାଭ ପାଇବେ , ସନ୍ତାନ ସୁଖ କୁ ନେଇ ସୁଖୀ ହେବେ , ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ , ଏହି ରାଶି ର ଯାତକ ଖୁବ ଶିଘ୍ର ମାଲାମାଲ ହେବାକୁ ଯାଉଛନ୍ତି , ଏମାନଙ୍କ ର ଜୀବନ ରେ ଯଦି କୈଣସି ସମସ୍ୟା ଥିବ ତେବେ ଘଟିବାକୁ ଥିବା ଏହି ଶୁଭ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟା ର ସମାଧାନ ହେବ , ମାଆ ଦୁର୍ଗା ଙ୍କ ର କୃପା ରୁ ଏହି ରାଶି ର ଲୋକ ମାନଙ୍କ ର ଜୀବନ ଧନ ଧ୍ୟାନ ରେ ପରିପୁର୍ଣ୍ଣ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *